ନୂଆଦିଲ୍ଲୀ,୮/୧୨: ଜାମିନ୍ ପାଇ ଜେଲ୍ରୁ ମୁକୁଳିଥିବା ଜଣେ ଦୁଷ୍କର୍ମ ଅଭିଯୁକ୍ତ ଅଭିଯୋଗକାରିଣୀ ମହିଳାଙ୍କ ନାବାଳିକା ଝିଅ ଉପରେ ‘ଏସିଡ୍’ ପକାଇବା ପରେ ନିଜେ ‘ଏସିଡ୍’ ପିଇ ଜୀବନ ହରାଇଥିବା କଥା ପୁଲିସ କହିଛି।ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦ୍ରୀୟ ଦିଲ୍ଲୀ ଅଞ୍ଚଳରେ ଗୁରୁବାର ସକାଳେ ଏହି ଘଟଣା ଘଟିଛି। ୫୪ ବର୍ଷିୟ ଅଭିଯୁକ୍ତ ପ୍ରେମ ସିଂହ ଦୁଷ୍କର୍ମ ପୀଡ଼ିତାଙ୍କ ଘରେ ପହଞ୍ଚି ଅଭିଯୋଗକାରିଣୀଙ୍କ ଝିଅକୁ ଧମକ ଦେଇ କହିଥିଲେ କି, ତାଙ୍କ ବିରୋଧରେ ଫାଇଲ୍ Continue Reading




