Home Articles posted by odadmin (Page 1044)
Top Stories
By A K SAHOO Bhubaneswar, Dec. 16: Career Map, a unit of Identity group, on Saturday brought together educational institutes, career experts and students under roof its latest project PATH PRADARSHAK 1.0 held here at Rail Auditorium near the East Coast Railway head quarters. PATH PRADARSHAK 1.0 is a career fair which precisely acts as […]Continue Reading
Odisha News
କାମାକ୍ଷାନଗର,୧୬/୧୨: ଆଜି ବି ଦ୍ବିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମାଛିଆ ଗ୍ରାମରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ୍ କମ୍ପାନିରେ ଆଇଟି ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି।ଟିକସ ଫାଙ୍କି ଅଭିଯୋଗରେ ଏଠାରେ ଆୟକର ଚଢ଼ଉ କରାଯାଉଛି।ଗତକାଲି ଏଠାରେ ଚଢ଼ଉରେ ଆଇଟି ବିଭାଗର ଦୁଇଟି ଟିମ୍ ସାମିଲ ହୋଇଥିଲେ। ବିନା ଅନୁମତିରେ ଉକ୍ତ ବେସରକାରୀ କମ୍ପାନି ଆଲ୍କୋହଲ୍ ଓ ନନ୍ ଆଲ୍କୋହଲ୍ ପାନୀୟ ପ୍ରସ୍ତୁତ କରିବା ଓ ଏ ନେଇ ଟିକସ Continue Reading
Odisha News
ଭୁବନେଶ୍ୱର,୧୬/୧୨ : ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ। ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଛି ଜାଡ଼। ଦେହ ଥରାଇ ଦେଉଛି କୋହଲା ପବନ। ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳମାନଙ୍କରେ ଅଧିକ ଶୀତ ଅନୁଭୂତ ହେଉଛି । ଶୀତର ପ୍ରକୋପ ଯୋଗୁ ରାଜ୍ୟରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ।ରାଜ୍ୟରେ ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ତେବେ ୮.୩ ଡିଗ୍ରୀ ରାତ୍ରୀ ତାପମାତ୍ରା ସହ […]Continue Reading
National News
NEW DELHI,DEC 16 :  Lalit Jha, arrested in the Parliament security breach case, is the “mastermind” of the entire conspiracy and he and co-accused wanted to create anarchy in the country so that they could compel the government to meet their demands, the Delhi Police told a city court on Friday. Sources said police are […]Continue Reading
Odisha News
ପୁରୀ,୧୬/୧୨: ଆଜି ହେଉଛି ପୌଷମାସ ଧନୁ ସଂକ୍ରାନ୍ତି। ଆଜିଠାରୁ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ, ଅର୍ଥାତ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବ ପହିଲି ଭୋଗ। ଆଜି ରାତି ୨ଟାରୁ ଦ୍ୱାର ଫିଟା ଯାଇ ମଙ୍ଗଳା ଆରତି ନୀତି ସମ୍ପନ୍ନ ହେବା ପରେ ରୋଷ ହୋମ ନୀତି ଅନୁଷ୍ଠିତ ହୋଇଛି। ଏହା ସହିତ ମଇଲମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହେବା ପରେ ଗୋପାଳ ବଲ୍ଲଭ ଓ ପହିଲି ଭୋଗ ନୀତି ହୋଇଛି।ଭୋର ୫ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟଗୟାଗଡ଼,୧୬/୧୨: ଦଶପଲ୍ଲା କୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି । ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୭ ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି ।ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୬/୧୨: ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ-(ଧନ୍ଦାମୂଳକ) ବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ନୂତନ ଯୁବ ଓଡ଼ିଶା – ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଧାରାରେ ଗତ ୨ ଦିନଧରି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶାରୀରିକ କ୍ରୀଡ଼ା ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ପଣ୍ଡା , କ୍ରୀଡ଼ା ବିଭାଗୀୟ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୫/୧୨: କନ୍ଧମାଳ ଜିଲ୍ଲା ସମେତ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶୀତ ଏକପ୍ରକାର ଲୁଚକାଳି ଖେଳୁଥିବା ବେଳେ ଶୀତ ଋତୁ ଆରମ୍ଭର ଦୀର୍ଘ ଦିନ ବ୍ୟବଧାନ ପରେ ଶୁକ୍ରବାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାରଦ ୧୦ଡିଗ୍ରୀ ତଳକୁ ଖସି ଆସିଛି।ଶୁକ୍ରବାର ବାଲିଗୁଡା ସହରର ତାପମାତ୍ରା ୯.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବାଲିଗୁଡା Continue Reading