Home Articles posted by odadmin (Page 1036)
Odisha News
ଭୁବନେଶ୍ୱର,୨୨/୧୨: ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗତକାଲି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଥିଲା।ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ଉ ହୋଇଥିଲା। ଭୁବନେଶ୍ୱର ସ୍ଥିତ କାର‌୍ୟ୍ୟାଳୟ ଓ ସରକାରୀ ବାସଭବନ, ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ Continue Reading
Top Stories
‘I don’t and have never eaten beef,’ clarifies Kamiya By C. R. Beura Bhubaneswar, Dec. 22: Controversy over the video of social media influencer Kamiya Jani talking to bureaucrat-turned- Biju Janata Dal leader V Karthikeyan Pandian on Srimandir temple premises in Puri intensified on Thursday with the Bharatiya Janata Party (BJP) questioning how the girl was […]Continue Reading
Odisha News
ଭୁବନେଶ୍ୱର,୨୨/୧୨: ଶୁକ୍ରବାର ରେକର୍ଡ ହୋଇଥିବା ସର୍ବନିମ୍ନ ରାତ୍ରି ତାପମାତ୍ରା୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ ଜି. ଉଦୟଗିରି ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀ ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି ଫଜି. ଉଦୟଗିରିରେ ଆଜିପୁରରେ ୯.୩ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ଡିଗ୍ରୀ, ରାଣୀତାଲରେ ୯.୪ ଡିଗ୍ରୀ ଏବଂ ଚିପିଲିମାରେ ମଧ୍ୟ ତାପମାତ୍ରା ୯.୪ ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ଥିବା ବେଳେ ସେମିଳିଗୁଡ଼ାରେ Continue Reading
Odisha News
କଟକ, ୨୨/୧୨: ଓଡ଼ିଶା ଲୋକସେବା ଆୟୋଗ (OPSC)) ପକ୍ଷରୁ ପରିଚାଳିତ ଇଝଙ ଚୟନ ଅନିୟମିତତା ମାମଲାକୁ ନେଇ ଦାୟର ହୋଇଥିବା ଅପିଲକୁ କାଏମ ରଖିଛନ୍ତି ହାଇକୋର୍ଟ। ୧୧୦୪ ଜଣଙ୍କ ଙଚଝଉ ମେରିଟ୍ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ।OPSC) ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିଛନ୍ତି ହାଇକୋର୍ଟ। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଛନ୍ତି ୨ ଜଣିଆ ଖଣ୍ଡପୀଠ। ଯେଉଁଠୁ ଚୟନ ପ୍ରକ୍ରିୟା ବନ୍ଦ ସେଠାରୁ ଚାଲୁ ରଖିବାକୁ ଙଚଝଉକୁ ନିର୍ଦ୍ଦେଶ ଦେଇଛନ୍ତି।ଗତ Continue Reading
Odisha News
ଭଦ୍ରକ,୨୨/୧୨: ଘରେ ପଶି ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ରଘୁନାଥ ପାଢ଼ୀଙ୍କୁ ଛୁରାମାଡ଼ ହୋଇଥିବା ଜଣାଯାଇଛି। ଘରୁ ଲୁଟ୍ ଉଦ୍ୟମ ବେଳେ ଛୁରାମାଡ଼ ହୋଇଥିବାର ସୂଚନା ରହିଛି। ଗୁରୁତର ଅବସ୍ଥାରେ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ପରେ କଟକ ସ୍ଥାନାନ୍ତର କରାଯାଇଛି।ଲୁଟ ଉଦ୍ଦେଶ୍ୟରେ ଘରେ ପଶିଥିଲେ, ଛୁରାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ପୂର୍ବରୁ ଦୁର୍ବୃତ୍ତମାନେ ମଧ୍ୟ ବାରମ୍ବାର ଚୋରି ଉଦ୍ୟମ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୨/୧୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ବୀରନରସିଂହପୁର ଠାରେ ସାତ ଦିନ ଧରି ଚାଲିଥିବା ଗଡଜାତ ଲୋକ ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ଗୁରୁବାର ଦିନ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ତଥା ସୂଚନା ଲୋକ ଓ ସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ Continue Reading