Home Articles posted by odadmin (Page 1031)
Top Stories
Award carries cash award of Rs 5 lakh and citation By Nalini Sahu Bhubaneswar, Dec. 27: Promising international tennis player Debasis Sahoo on Wednesday received the prestigious 31st Ekalabya Puraskar for the year 2023 for his outstanding achievements in the sport. The award, instituted by Indian Metals Public Charitable Trust (IMPaCT), was given by former […]Continue Reading
National News
CHANDIGARH,DEC 27: Congress leader Rahul Gandhi on Wednesday morning visited an “akhara” in Haryana’s Jhajjar district and met a group of wrestlers including Bajrang Punia.According to a senior Haryana Congress leader from the district, Gandhi reached the “Virender Akhara” in the Chhara village early morning. He later interacted with the Continue Reading
Odisha News
ଭୁବନେଶ୍ବର,୨୭/୧୨: ରାଜ୍ୟରେ ଆଜି ଆଉ ୨ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି।ତେଣେ ଗଞ୍ଜାମ ଜିଲ୍ଲାକୁ ଫେରିଛି କୋଭିଡ କଟକଣା। କୋଭିଡ ନିୟମାବଳୀ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ବାହାର ରାଜ୍ୟର ପର‌୍ୟ୍ୟଟକଙ୍କ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଥିବା ସେ କହିଛନ୍ତି।ଏନେଇ ସ୍ୱାସ୍ଥ୍ୟ ନିର୍ଦେଶକ Continue Reading
Odisha News
ଯଶିପୁର,୨୭/୧୨: ଭାରତବର୍ଷର ଅନ୍ୟତମ ଜୈବ ମଣ୍ଡଳ ଓ ପର୍ଯ୍ୟଟନସ୍ଥଳୀ ଶିମିଳିପାଳରେ ବିଗତ ୩୧ ଦିନ ଧରି ଚାଲିଥିବା ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଆଜି ପର‌୍ୟ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି।ବରେହିପାଣି ଠାରେ ଗତକାଲି ବିଶାଳ ସମାଧାନ ସଭାରେ ଏ ବାବଦରେ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ, ପ୍ରଶାସନିକ Continue Reading
National News
NEW DELHI,DEC 27 : Flights in and out of Delhi’s Indira Gandhi International Airport faced delays on Wednesday morning as a thick blanket of fog enveloped the Delhi-NCR region. The visibility dropped to almost zero. “Delhi Airport is facing delays affecting approximately 110 flights, both (domestic and international) arrivals and departures, due to dense Continue Reading
Odisha News
ବାସୁଦେବପୁର,୨୭/୧୨: ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ରାସ୍ତାର ମନ୍ଦାରୀ ନିକଟରେ ଟ୍ରକ୍ ହେଲପରଙ୍କ ଉପରେ ଟ୍ରକ୍ ମାଡ଼ିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗାଡ଼ି ସଜାଡ଼ିବା ବେଳେ ପଛରୁ ଆସି ଏକ ଟ୍ରକ୍ ଧକ୍କା ଦେବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା।ବାସୁଦେବପୁର ଧାମରା ରାସ୍ତାର ମନ୍ଦାରୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଟ୍ରକ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୭/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜିବି ପଦ୍ମ ଚରଣ ପଟ୍ଟନାୟକ(୭୩)ଙ୍କ ସୋମବାର ସନ୍ଧ୍ୟାରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ଏନେଇ ବାଲିଗୁଡା ଓକିଲ ସଂଘ ତରଫରୁ ମଙ୍ଗଳବାର ଏକ ଶୋକ ସଭା ସଂଘ ପରିସରରେ ସଭାପତି ଟି. ହରିଶ୍ଚନ୍ଦ୍ର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରଥମେ ସ୍ବର୍ଗତ ପଟ୍ଟନାୟକଙ୍କ ଫୋଟ ଚିତ୍ର Continue Reading
Odisha News
କଣ୍ଟାବାଞ୍ଜି , ୨୬/୧୨ : ଘରେ ବାପା-ମାଆ କେହି ନଥିଲେ। ହେଲେ ଘର ଭିତରୁ ଝୁଲୁଛି ଜଣେ ଯୁବତୀଙ୍କ ମୃତଦେହ। ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଜଣାପଡ଼ି ନାହିଁ। ଏପରି ହୃଦୟବିଦାରକ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି।କଣ୍ଟାବାଞ୍ଜି ଥାନା ଡୁମେରଚୁଆଁ ଗାଁର ଅଞ୍ଜଳି ନାଗଙ୍କ ବାପା, ମାଆ କାମ କରିବା ପାଇଁ ଯାଇଥିଲେ। ଆଉ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ। ତେଣୁ ଘରେ ଏକାକୀ ଥିଲେ ଅଞ୍ଜଳି। ମଧ୍ୟାହ୍ନରେ Continue Reading