Home Articles posted by odadmin (Page 1013)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୧ : ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଆଜି ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମାନଙ୍କ ସହିତ ମତ ବିବିନିମୟ ତଥା ବାର୍ତ୍ତାଳାପ କରିଥିଲେ ।ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ପ୍ରଥମେ ଗୋଷାଣି ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲା ପ୍ରଶାସନ ତରଫରୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠର ନୂତନ କମିଟି ଗଠନ କରି କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି ।ଏଥିରେ ସର୍ବସମ୍ମତି କ୍ରମେ ମୁଖ୍ୟ ଟ୍ରଷ୍ଟି ଭାବେ ଅନନ୍ତ ଚରଣ ପୃଷ୍ଟି, କାର୍ଯ୍ୟାଳୟ ପ୍ରହାରୀ ଭାବେ ମିନତୀ ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ସବିତା ମଲ୍ଲିକ, ସଦସ୍ୟ ଓ ସଦସ୍ୟା ମାନଙ୍କ ମଧ୍ୟରେ ଯୁଧିଷ୍ଠିର ପାତ୍ର, ବିଜୟଲଷ୍ମୀ ମହାପାତ୍ର, ପୁରୁଷୋତ୍ତମ ନାୟକ, ସିମାଞ୍ଚଳ Continue Reading
Odisha News
ଭୁବନେଶ୍ୱର,୧୦/୧: ଅନଲାଇନରେ ଗୁଗୁଲ ମ୍ୟାପିଂ ଦ୍ୱାରା ଚିହ୍ନଟ ହେବେ ଅଭିଯୁକ୍ତ। ଆପ୍ଲିକେସନ ଜରିଆରେ କ୍ରାଇମ୍ ପ୍ଲଟକୁ ଠାବ କରିବ କମିଶନରେଟ୍ ପୁଲିସ। କ୍ରାଇମ୍ ହଟସ୍ପଟ ଚିହ୍ନଟ କରାଯିବା ସହ ଅପରାଧୀଙ୍କ ଉପରେ ପୁଲିସ କଡ଼ା ନଜର ରଖିବ। କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସରେ ଉଦଘାଟିତ ହୋଇଛି ୟୁନିଫାଏଡ଼ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର।ପ୍ରଥମ ପର୍ଯ୍ୟାୟରେ କେବଳ ଅଳଙ୍କାର ଲୁଟ୍ ଘଟଣା ଗୁଡ଼ିକର ଅନୁଧ୍ୟାନ କରାଯିବ। କେମିତି ଅପରାଧୀମାନେ ଅପରାଧ ଘଟାଉଛନ୍ତି? Continue Reading
Top Stories
By Subrat Sarangi Paradeep, Jan 10: The Public Hearing for the proposed 7MTPA Integrated Steel Plant of ArcelorMittal Nippon Steel India (AM/NS India) at Nuagarh village of Paradeep in Jagatsinghpur District has been conducted by the Regional Office of Odisha State Pollution Control Board (OSPCB). Smt. Chinmayee Biswal, ADM (Revenue), Jagatsinghpur presided over the Continue Reading
Odisha News
ନୂଆଦିଲ୍ଲୀ, ୧୦/୧: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୩ଟି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।ଇନର୍ ରିଙ୍ଗରୋଡ୍ (ଆଇଆରଆର) ମାମଲା, ଅବକାରୀ ନୀତି ମାମଲା ଏବଂ ବାଲି ଖନନ ମାମଲାରେ ହାଇକୋର୍ଟ ବର୍ତ୍ତମାନ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି।ପୂର୍ବରୁ, ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଗତ ବର୍ଷ ନଭେମ୍ବରରେ ହାଇକୋର୍ଟ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବଜାର ଠାରେ ନିର୍ମାଣଧୀନ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ମୁଦ୍ରଣ ଉତ୍ସବ ପାଇଁ ପରିଚାଳନା କମିଟି ପକ୍ଷରୁ କଞ୍ଜାମେଣ୍ଡି ପଞ୍ଚାୟତର ବିଭିନ୍ନ ଓ୍ଵାର୍ଡରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସଭାପତି କୃଷ୍ଣ ମୋହନ ପାଣିଗ୍ରାହୀ ସଭାପତିତ୍ବ କରି ଗୁଣ୍ଡିଚା ମନ୍ଦିର, ଜଗନ୍ନାଥ Continue Reading
National News
NEW DELHI, JAN 10: The government has been coming up with guidelines to control misleading advertisements in the coaching sector which is marred with tall claims and no accountability. It constituted a committee that empanelled owners and management of private coaching institutes to draft the guidelines. The committee conducted its first meeting on Wednesday. The […]Continue Reading
National News
NEW DELHI, JAN 10 : Congress President Mallikarjun Kharge and senior leaders including former president Sonia Gandhi and Leader of Opposition in Lok Sabha Adhir Ranjan Chowdhury will not attend the Ram Temple consecration event to be held in Ayodhya on January 22, a party communique said on Wednesday. Shared on its official X (formerly […]Continue Reading
Odisha News
ମାଲକାନଗିରି, ୧୦/୧ : ନକ୍ସଲ ସଂଗଠନକୁ ଲାଗିଛି ଏକ ବଡ଼ ଝଟକା। ମାଲକାନଗିରି ଏସପିଙ୍କ ନିକଟରେ ଆଗଧାଡିରେ ଜଣେ ମହିଳା ନକ୍ସଲ ଆତ୍ମସମର୍ପଣ କରିଛିନ୍ତି। ଆତ୍ମସାମର୍ପଣ କରିଥିବା ନକ୍ସଲ ଜଣକ ହେଉଛନ୍ତି ରୋଶନୀ ଓରଫ ଉଙ୍ଗୀ ମାଡଭି।ରୋଶନୀଙ୍କ ଘର ଛତିଶଗଡ଼ର ଦାନ୍ତେୱାଡା ଜିଲ୍ଲା ପୁତଦାଵ ବୋଲି ସୂଚନା ମିଳିଛି। ସେ ମାଓ ସଂଗଠନରେ ୨୦୧୬ ରେ ଯୋଗ ଦେଇଥିଲେ। ସଂଗଠନରେ ରହି ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଅଧିକ ହିଂସା କାଣ୍ଡରେ ସାମିଲ ଥିଲେ। ଉଙ୍ଗି ନାରେ […]Continue Reading
National News
NEW DELHI, JAN 10: The Centre has sanctioned a security cover of more than 150 CISF personnel for the Ayodhya airport, days before the high-profile consecration ceremony at the Ram temple on January 22, official sources have said. The “Maharishi Valmiki International Airport, Ayodhyadham” is the country’s 68th civil airport terminal to come under the […]Continue Reading