Home Articles posted by odadmin (Page 1012)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୧: ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବହଲ ପଡ଼ା R.D ରାସ୍ତାଠାରୁ ରାମ୍ଭିକକ୍ଷ ରାସ୍ତା ଉପରିସ୍ଥ ସାଲୁଙ୍କି ନଦୀ ଉପରେ ବିଜୁ ସେତୁ ଯୋଜନାରେ । ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଉକ୍ତ ସେତୁ ନିର୍ମାଣ ହେଲେ କଣ୍ଟାମାଳ, ବୌଦ୍ଧ, ହରଭଙ୍ଗା ବ୍ଲକର ଉପାନ୍ତ ଆଦିବାସୀ ଅଞ୍ଚଳରେ ଜନସାଧାରଣ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଉପକୃତ ହେବେ ।ଉକ୍ତ କାର୍ଯ୍ୟକ୍ରମରେ ସୁଦ୍ଧା Continue Reading
National News
BEIJING,JAN 11: China on Thursday said that it “firmly opposes external interference” in the internal affairs of the Maldives and supports the island nation in upholding its sovereignty and independence as Maldivian President Mohamed Muizzu concluded his maiden visit here. “The two sides agree to continue firmly supporting each other in safeguarding their Continue Reading
Odisha News
ସିମୁଳିଆ,୧୧/୧: ବାଲେଶ୍ୱର ସିମୁଳିଆ ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ) ବିଶ୍ୱରଂଜନ ମହାନ୍ତିଙ୍କ ଝୁଲନ୍ତା ମୃତଦେହ କରାଯାଇଛି । ସରକାରୀ କ୍ୱାଟର୍ସରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ଯଦିଓ ବିଶ୍ୱରଜନ ମହାନ୍ତିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡି ନାହିଁ, ତଥାପି ତାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରେ ଝୁଲୁଥିବାରୁ ଘରର କବାଟ ଭିତର ପଟୁ Continue Reading
Odisha News
ନବରଙ୍ଗପୁର, ୧୧/୧: ନିଜ ବେକ କାଟି ଦେଲେ ଗଣିତ ସାର୍। ସ୍କୁଲ ନଯାଇ ଭଡ଼ା ଘରେ ଏଭଳି କାଣ୍ଡ ଘଟାଇଛନ୍ତି ଗଣିତ ସାର୍। କେଉଁ କାରଣରୁ ସାର୍ ନିଜର ବେକ କାଟିଲେ, ତାହା ଜଣାପଡ଼ିନି। କାରଣ ଜାଣିବା ପାଇଁ ଛାନ୍ଭିନ୍ ଚଳାଇଛି ପୁଲିସ୍। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳାରୁ ଆସିଛି ଏପରି ଅଭିଯୋଗ।ଅଲେଖ ମହିମା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ହେଉଛନ୍ତି ଆଶିଷ କୁମାର ସ୍ୱାଇଁ। ସେ ରାଇଘର ବ୍ଲକ୍ କଚରାପାରାର ଡିଏନ୍କେ ଅଞ୍ଚଳରେ ଘର […]Continue Reading
National News
NEW DELHI, JAN 11 : The US government has objected to providing defence material to Nikhil Gupta’s lawyers in the Gurpatwant Singh Pannun case, stating that it will furnish the information only upon his appearance in a New York court. “The government respectfully submits this letter in opposition to defendant Nikhil Gupta’s motion to compel […]Continue Reading
Odisha News
ବାଲେଶ୍ୱର, ୧୧/୧: ଗ୍ୟାସ କଟରରେ ଏକ୍ସିସ ବ୍ୟାଙ୍କ ଏଟିଏମ କାଟି ନେଇଗଲେ ୨୦ ଲକ୍ଷରୁ ଅଧିକ ଟଙ୍କା। ଗତକାଲି ବିଳମ୍ବିତ ରାତିରେ ଦୁଇଟି ବୁଲେରୋରେର ୬ରୁ ଅଧିକ ଲୁଟେରା ଆସିଥିଲେ। ବାଲେଶ୍ୱର ଜିଲ୍ଲା ସୋର ଥାନା ଓ ଖଇରା ଥାନା ଅଧିନସ୍ଥ ଦୁଇଟି ଏଟିଏମରୁ ବିଳମ୍ବିତ ରାତିରେ ଲୁଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସୋର ଥାନା ଅଧିନ ମଙ୍ଗଳପୁର ଠାରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଲୁଟ ହୋଇଥିବା ବେଳେ […]Continue Reading
Odisha News
ଗଞ୍ଜାମ,୧୧/୧ : ସାଙ୍ଗମାନେ ମିଶି ବଣଭୋଜି କରୁଥିଲେ। ଭୋଜିରେ ଖୁସିମଜା ଚାଲିଥିଲା। ହଠାତ୍ ସବୁ ଓଲଟପାଲଟ ହୋଇଯାଇଥିଲା। ଭୋଜିରେ ଫୁଟିଥିଲା ଗୁଳି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ କେନ୍ଦୁବାଡି ପଞ୍ଚାୟତ ଗରେଈଝୁଳି ଗାଁରେ ଏହି ଘଟଣା ଘଟିଛି।ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତର ଜଣକ ହେଲେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ୱାଇଁ କ୍ଷଗତକାଲି ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୧ : ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ଆଜି ଗଜପତି ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀ ମାନଙ୍କ ସହିତ ମତ ବିବିନିମୟ ତଥା ବାର୍ତ୍ତାଳାପ କରିଥିଲେ ।ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ପ୍ରଥମେ ଗୋଷାଣି ସ୍ଥିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲା ପ୍ରଶାସନ ତରଫରୁ Continue Reading