Home Articles posted by odadmin (Page 101)
Odisha News
ଭୁବନେଶ୍ଵର, ୧୦/୧୧ : ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କୁ ନେଇ ଖୁସି ଖବର ଆସିଛି । ଦୀର୍ଘ ଦୁଇ ମାସ ପରେ ଅଭିଜିତ ଭେଣ୍ଟିଲେଟରରୁ ବାହାରିଛନ୍ତି ।ତାଙ୍କୁ ସୋମବାର ମେଡିସିନ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିନ୍ତୁ ସେ ଏବେବି କୋମାରେ ଅଛନ୍ତି ।ଅଭିଜିତ ମଜୁମଦାର ଲିଭର ଜନିତ ରୋଗରେ ପୀଡ଼ିତ ଅଛନ୍ତି । ଗତ ଅଗଷ୍ଟ ୩୧ ତାରିଖରେ ଅଭିଜିତ ଅସୁସ୍ଥ ହୋଇଥିଲେ […]Continue Reading
Odisha News
ଭୁବନେଶ୍ଵର, ୧୦/୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟିଂ। ନଭେମ୍ବର ୯ରେ ପ୍ରଚାର ଥମିବା ସହ ମତଦାନ ପାଇଁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏହା ମଧ୍ୟରେ ରାଜ୍ୟରେ ବିଜେପି ସରକାର ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିରବ ଅବଧି ସମୟରେ ନୂଆପଡ଼ାରେ ନିୟମର ଉଲ୍ଲଂଘନ ହୋଇଥିବା ନବୀନ କହିଛନ୍ତି।ସେ କହିଛନ୍ତି, ଭାରତୀୟ ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ Continue Reading
Odisha News
ଭୁବନେଶ୍ୱର, ୧୦/୧୧ : ଛୋଟବେଳେ ଟ୍ରେନ୍‌ରେ ମା’ ଓ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ। ଭୁବନେଶ୍ୱରର ଏକ ଅନାଥ ଆଶ୍ରମରେ ରହୁଥିବାବେଳେ ଆମେରିକାର ଜଣେ ମହିଳା ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ସାଙ୍ଗରେ ନେଇଯାଇଥିଲେ।ଆମେରିକୀୟ ମା’, ବାପାଙ୍କୁ ପାଇ ନୂଆ ଜୀବନ ଜିଇବାକୁ ସ୍ବପ୍ନ ଦେଖି ବଡ଼ ହୋଇଥିବା ଏହି ଯୁବତୀଙ୍କ ଆଖିରେ ଏବେ ଲୁହ। ସେ ହେଲେ ପୂଜା ନାୟକ ଓରଫ ସେଜଲ ଜୋହନ (୨୧)।ଆମେରିକାରେ ପୋଷ୍ୟକନ୍ୟା ଭାବେ ରହୁଥିବା ପୂଜା ଓଡ଼ିଶା ଫେରି ଆସିବାକୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟଦାରିଙ୍ଗବାଡି, ୧୦/୧୧ : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି ।ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର ପରିବେଶରେ ଅଧିକା ଅନୁଭୂତ ହେଉଛି ବିନା ଶୀତ ବସ୍ତ୍ରରେ ବାଇକ କିମ୍ବା ଖୋଲା ଯାନରେ ଯାତାୟାତ କଲେ ଦେହ ଥରୁଛି। ପାଣି ଜାଡ଼ ହେବାରେ ଲାଗିଛି ।ବିଳମ୍ବିତ ରାତିଠାରୁ ଘନ କୁହୁଡି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୦/୧୧: ଜାତୀୟ ଆଇନ ସେବା ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଦୁଇ ଦିନ ବ୍ୟାପି ବାଣପୁର ଅଞ୍ଚଳରେ ଏକାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତାଲୁକ ଆଇନସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର କୋର୍ଟ ପରିସରରୁ ଏକ ଆଇନ ସଚେତନତା ପଦଯାତ୍ରା ବାହାରି ସହର Continue Reading
Odisha News
ଦାରିଙ୍ଗିବାଡ଼ି, ୯/୧୧ : ରାଜ୍ୟରେ ଫେରିଛି ଶୀତ। ଧୀରେ ଧୀରେ ବିଭିନ୍ନ ସ୍ଥାନରେ କମୁଛି ତାପମାତ୍ରା। ଅନୁରୂପ ଭାବେ ଭୁବନେଶ୍ୱର ଏବଂ କଟକରେ ପାରଦ ହ୍ରାସ ପାଇଛି। ଏହାସହିତ ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି। ଫୁଲବାଣୀରେ ମଧ୍ୟ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି।ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ପରିମାଣ ବଢୁଛି। ଏପରିକି ସକାଳୁ ସକାଳୁ କୁହୁଡି ମଧ୍ୟ ପରିଲିକ୍ଷିତ ହେଉଛି। ଯାହାଫଳରେ Continue Reading
Odisha News
କବିସୂର୍ଯ୍ୟନଗର/ ଗଞ୍ଜାମ,୯।୧୧ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଖଜାପଲ୍ଲୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ରଣିପଡ଼ା ଗାଁରେ ମିଟୁ ପରିଡ଼ା ଓ ଶାଳବଣ ଗାଁର କାଶୀନାଥ ସେଠୀ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ରବିବାର ଭୋର ସମୟ । ସ୍ଥାନ ଖଜାପଲ୍ଲୀ । ଏହି ସମୟରେ ବାଇକ୍ ଆରୋହୀ ମିଟୁ ପରିଡ଼ା ନାମକ ଯୁବକ କୌଣସି କାମରେ ଯାଉଥିଲେ । ଏହି ସମୟରେ ଖଜାପଲ୍ଲୀ […]Continue Reading
National News
WEST BENGAL, NOV 9 : A four-year-old girl was allegedly kidnapped while she was resting beside her parents and subsequently sexually assaulted in West Bengal’s Hooghly, officials said on Saturday. According to police, the incident took place on Friday near Tarakeswar railway station premises where the child’s family had been taking shelter. In a complaint […]Continue Reading