Odisha News

ପ୍ରକାଶ ପାଇଲା +୩ ପ୍ରଥମ ମେରିଟ୍ ଲିଷ୍ଟ ; ୧.୭୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିଲା ସିଟ୍, ଅଧିକାଂଶ ଷ୍ଟ୍ରିମ୍‌ରେ ରେଭେନ୍ସା ଆଗରେ

ଭୁବନେଶ୍ବର, ୨୨/୬: ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ । ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ବାହାରିଲା ପ୍ରଥମ କଟ୍ ଅଫ୍ । କଳା, ବାଣିଜ୍ୟ, ବିଜ୍ଞାନ ବର୍ଗରେ ରେଭେନ୍ସା ଆଗରେ । ରେଭେନ୍ସାରେ କଳାରେ କଟ୍ ଅଫ୍ ୯୪.୫୦ ପ୍ରତିଶତ । ବିଜ୍ଞାନରେ ୯୬.୫୦ ପ୍ରତିଶତ, ବାଣିଜ୍ୟରେ ୮୯.୧୭ ପ୍ରତିଶତ ରହିଛି ।
ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ୨, ୩୭, ୨୦୦ ଆବେଦନକାରୀଙ୍କ ମଧ୍ୟରୁ ୧,୭୮,୭୮୨ ଛାତ୍ରଛାତ୍ରୀ ପ୍ରଥମ ପର‌୍ୟ୍ୟାୟରେ ନାମ ଲେଖାଇବା ପାଇଁ ଚୟନ ହୋଇଛନ୍ତି । ଚୟନ ହୋଇଥିବା ଆବେଦନକାରୀଙ୍କ ମଧ୍ୟରୁ ଛାତ୍ରୀ ୧ ଲକ୍ଷ ୯ ହଜାର ୫୯୧ ଜଣ ଅଛନ୍ତି । ସେହିଭଳି ଛାତ୍ର ୬୯,୧୮୨ ଜଣ ଅଛନ୍ତି ।

Related Posts