ଭୁବନେଶ୍ବର, ୨୨/୬: ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ । ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ବାହାରିଲା ପ୍ରଥମ କଟ୍ ଅଫ୍ । କଳା, ବାଣିଜ୍ୟ, ବିଜ୍ଞାନ ବର୍ଗରେ ରେଭେନ୍ସା ଆଗରେ । ରେଭେନ୍ସାରେ କଳାରେ କଟ୍ ଅଫ୍ ୯୪.୫୦ ପ୍ରତିଶତ । ବିଜ୍ଞାନରେ ୯୬.୫୦ ପ୍ରତିଶତ, ବାଣିଜ୍ୟରେ ୮୯.୧୭ ପ୍ରତିଶତ ରହିଛି ।ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ୨, ୩୭, ୨୦୦ ଆବେଦନକାରୀଙ୍କ ମଧ୍ୟରୁ ୧,୭୮,୭୮୨ ଛାତ୍ରଛାତ୍ରୀ […]Continue Reading




