Odisha News

ପୁଣି ମୁଣ୍ଡ ଟେକିଲା ପାକିସ୍ତାନ ଓ ତାଲିବାନ ସୀମା ବିବାଦ; ଫାୟାରିଂ ବନ୍ଦ କର, ସ୍ଥିତି ବିଗିଡିଲେ ଇମ୍ରାନ ସରକରା ଦାୟୀ ରହିବେ

ଇସ୍ଲାମାବାଦ,୧୯/୩: ପ୍ରାୟ ଏକ ମାସ ଶାନ୍ତ ରହିବା ପରେ ପାକିସ୍ତାନ ଓ ତାଲିବାନ ମଧ୍ୟରେ ସୀମା ବିବାଦ ପୁଣି ଥରେ ମୁଣ୍ଡ ଟେକିଛି । ପାକସ୍ତାନ ସୈନ୍ୟ ଲଗାଇ ଡୁରଣ୍ଡ ଲାଇନରେ ଫାୟାରିଂ କରୁଛି ବୋଲି ଆଫଗାନିସ୍ତାନ ଅଭିଯୋଗ କରିଛି।
ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ଅନୁସାରେ ଯଦି ପାକିସ୍ତାନର ସେନା ଫାୟାରିଂ ବନ୍ଦ ନକରେ ଓ ପରିସ୍ଥିତି ବିଗିଡେ ତେବେ ଏଥିପାଇଁ ପାକିସ୍ତାନ ଦାୟୀ ରହିବ।
ଗତବର୍ଷ ଅଗଷ୍ଟ ୧୫ରେ ଆଫଗାନିସ୍ତାନରେ ତାଲିବାନ କବ୍ଜା କରିବା ପରେ ଡୁରଣ୍ଡ ଲାଇନରେ ଥିବା କଣ୍ଟାଯୁକ୍ତ ତାରକୁ ତାଲିବାନ ବୁଲଡୋଜର୍ ଦ୍ଵାରା ଉଠାଇ ଦେଇ କହିଥିଲା ସେ ଏହି ସୀମାକୁ ସେ ମାନେ ନାହିଁ।
ଆଫଗାନିସ୍ତାନର ଏକ ଓ୍ୱେବସାଇଟ୍ ଅନୁସାରେ, ନାଙ୍ଗରହରର ଅନେକ ସ୍ଥାନରେ ପାକିସ୍ତାନ ତରଫରୁ ଫାୟାରିଂ କରାଯାଉଛି। ହାଲୁକା ଓ ଓଜନିଆ ମେଶିନ୍ ଗନ୍ ଦ୍ଵାରା କ୍ରମାଗତ ଆକ୍ରମଣ କରାଯାଉଛି।
ଅଭିଯୋଗ ଅନୁଯାୟୀ ପାକିସ୍ତାନ ବାୟୁସେନାର କେତେକ ଏୟାରକ୍ରାଫ୍ଟ ଓ ଡ୍ରୋନ୍ସ ଆଫଗାନିସ୍ତାନର ବିମାନ ଉଡାଣ ସୀମାକୁ ପ୍ରବେଶ କରିଥିଲେ। ଏହାପରେ ଆଫଗାନିସ୍ତାନର ବିଦେଶ, ପ୍ରତିରକ୍ଷା ଓ ଗୃହ ମନ୍ତ୍ରାଳୟର ଅଫିସରମାନଙ୍କ ଏକ ଦଳ ଇସଲାମାବାଦ ପଠା ଯାଇଥିଲା। ଏହି ଦଳ ପାକିସ୍ତାନକୁ ଚେତାବନୀ ଦେଇଥିଲା ଯେ ଯଦି ଏଭଳି କାର‌୍ୟ୍ୟକଳାପ ଚାଲୁ ରହେ ତେବେ କୌଣସି ବି ମୁହୂର୍ତ୍ତରେ ପରିସ୍ଥିତି ନିୟନ୍ତ୍ରଣରୁ ବାହାରକୁ ଚାଲିଯିବ। ଏଥିପାଇଁ ପାକିସ୍ତାନ ସରକାର ଓ ପାକିସ୍ତାନୀ ସେନା ଦାୟୀ ରହିବ।
ପାକିସ୍ତାନ ଚାହୁଁଛି ଆଫଗାନିସ୍ତାନ ଶାସକ ଡୁରଣ୍ଡ ଲାଇନକୁ ମାନୁ। କିନ୍ତୁ ଆଫଗାନିସ୍ତାନ ଏହାକୁ ମାନିବାକୁ ରାଜି ନୁହେଁ।

Related Posts

Seo wordpress plugin by www.seowizard.org.