Odisha News

ଝାରସୁଗୁଡ଼ାରେ ସେକ୍ସ ରାକେଟ୍ ଠାବ, ୧୩ ଯୁବତୀ ଉଦ୍ଧାର

ଝାରସୁଗୁଡ଼ା,୨୩/୭ : ଝାରସୁଗୁଡ଼ାରେ ଠାବ ହୋଇଛି ସେକ୍ସ ରାକେଟ। ଝାରସୁଗୁଡ଼ାର ପଞ୍ଚପଡ଼ା ସ୍ଥିତ ଏକ ହୋଟେଲରେ ଶନିବାର ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରି ଏହି ସେକ୍ସ ରାକେଟକୁ ଠାବ କରିଛି।
ପୁଲିସ ଉକ୍ତ ହୋଟେଲରୁ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି। ଝାରସୁଗୁଡ଼ା ଟାଉନ ଥାନା ପୁଲିସ ପକ୍ଷରୁ ଏକ ଟିମ୍ ଏହି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ହୋଟେଲରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି।

Related Posts

Seo wordpress plugin by www.seowizard.org.