Home Posts tagged reports by kambhudhara kheti
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୧ : ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଶୁକ୍ରାବର ମହାସମାରୋହରେ ପାଳିତ ହୋଇଯାଇଛି ।ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ମିଳିତ ପ୍ୟାରେଡରେ ମଧ୍ୟ ଅଭିବାଦନ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧: ବୌଦ୍ଧ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟ ଙ୍କ (ଦ୍ଵିତୀୟ ପର୍ଯ୍ୟାୟ ) ପ୍ରଶିକ୍ଷଣ ଶିବିର ଅଦ୍ୟ ତା.୨୦.୨.୨୦୨୪ ରିଖ ସନ୍ଧ୍ୟା ୫.୩୦ ମି. ସମୟରେ ଉଦଯାପିତ ହୋଇଯାଇଛି ।ଗତକାଲି ତା.୧୯.୧.୨୪ ରିଖ ଦିନ ଏହି କର୍ମଶାଳା ର ଶୁଭଉଦଘାଟନ ହୋଇଥିଲା । ପଂଚାୟତ ସମିତି ବୌଦ୍ଧ ଦ୍ୱାରା ଏହି ଦୁଇ ଦିନିଆଁ କର୍ମଶାଳା ପଂଚାୟତ ସମିତି, ବୌଦ୍ଧ ର ସମ୍ମିଳନୀ କକ୍ଷରେ ବ୍ଲକ କଳା ସଂସ୍କୃତି ସଂଘର ସହଯୋଗକ୍ରମେ ଅନୁଷ୍ଠିତ ହୋଇଯାଇଛି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୭/୧: ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୩- ୨୪ କ୍ରମରେ ଅଦ୍ୟ ତା.୧୬.୧.୨୦୨୪ ରିଖ ମଙ୍ଗଳବାର ସକାଳ ଘ ୧୧.୩୦ ମିନିଟ ସମୟରେ ବୌଦ୍ଧ ଜିଲ୍ଲାରୁ ୬୫ ଜଣ ତୀର୍ଥଯାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ଗୋଟି ବସ୍ ଯୋଗେ ବ୍ରହ୍ମପୁର ଗସ୍ତ କରିଥଲେ ।ସେଠାରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ବାରଣାସୀ ଓ ପ୍ରୟାଗ୍ ରାଜ୍ କୁ ଯାଇ ଜାନୁଆରୀ ତା. ୨୨ରିଖ ଦିନ ବୌଦ୍ଧକୁ ପହଞ୍ଚିବାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୧: ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବହଲ ପଡ଼ା R.D ରାସ୍ତାଠାରୁ ରାମ୍ଭିକକ୍ଷ ରାସ୍ତା ଉପରିସ୍ଥ ସାଲୁଙ୍କି ନଦୀ ଉପରେ ବିଜୁ ସେତୁ ଯୋଜନାରେ । ସେତୁ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଉକ୍ତ ସେତୁ ନିର୍ମାଣ ହେଲେ କଣ୍ଟାମାଳ, ବୌଦ୍ଧ, ହରଭଙ୍ଗା ବ୍ଲକର ଉପାନ୍ତ ଆଦିବାସୀ ଅଞ୍ଚଳରେ ଜନସାଧାରଣ ଶିକ୍ଷା,ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ଉପକୃତ ହେବେ ।ଉକ୍ତ କାର୍ଯ୍ୟକ୍ରମରେ ସୁଦ୍ଧା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୧: ଅଦ୍ୟ ତା. ୯.୦୧.୨୦୨୪ ରିଖ (ମଙ୍ଗଳବାର) ଅପରାହ୍ନ ଘ.୪.୩୦ମି. ସମୟରେ ୭୫ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ, ୨୦୨୪ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଟିତ ହୋଇଯାଇଛି ।ଚଳିତବର୍ଷ ଜିଲ୍ଲା ଷ୍ଟାଡିୟମଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୧: ବୌଦ୍ଧ ଡୁମାଳ ପରିଷଦର ଜିଲ୍ଲାସ୍ତରୀୟ ମହାସଭା ପାଇଁ ଦ୍ୱିତୀୟ ବୈଠକ ବୌଦ୍ଧ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବୌଦ୍ଧ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୀତାଂଶୁ ଶେଖର ମହାକୁଢ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ଉକ୍ତ ବୈଠକରେ ପୂର୍ବତନ ରାଜ୍ୟ ସଭାପତି ତଥା ଜିଲାକିରା କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ସୁଧିର କର୍ଣ୍ଣ, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୬/୧: କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ ଓ ଡ୍ରାଇଭରଙ୍କ ଦୀର୍ଘ ଦିନର ବିଭିନ୍ନ ଦାବୀ ନେଇ ରାଜ୍ୟ ସରକାର ଚୁପ ଥିବା ବେଳେ ଏହାକୁ ଘୋର ବିରୋଧ କରି ସାରା ଓଡିଶାରେ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ ଡାକାରା ଦେଇଛନ୍ତି । ଯାହାଫଳରେ ଶୁକ୍ରବାର ଦିନ ସାରା ଜିଲ୍ଲାରେ ଡ୍ରାଇଭର ସଂଘ ପକ୍ଷରୁ ଆନ୍ଦୋଳନ କରିବା ସହ ଷ୍ଟିଅରିଙ୍ଗ ଛାଡ ଆନ୍ଦୋଳନ କରିଛନ୍ତି ।ଫଳରେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୫/୧: ୦୫/୦୧/୨୦୨୪ ରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଚୁଡାନ୍ତ ଭୋଟର ତାଲିକା -୨୦୨୪ ପ୍ରକାଶିତ ହୋଇଅଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା – ଜିଲ୍ଲାପାଳ, ବୌଦ୍ଧ ଏହି ସଭାରେ ଅଧକ୍ଷତା କରିଥିଲେ ।୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଏବଂ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ – ଜିଲ୍ଲାପାଳ, ବୌଦ୍ଧ ଏହି ଚୁଡାନ୍ତ ଭୋଟରତାଲିକାକୁ ପ୍ରକାଶନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩/୧: ବୌଦ୍ଧ ପ୍ୟାରେଡ ପଡିଆ ଠାରେ ଆଜି ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବ, ପଲ୍ଲିଶ୍ରୀମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି ।ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ, ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ବୌଦ୍ଧଜିଲ୍ଲାର ଅତୀତ ଇତିହାସ ବହୁ ପୁରାତନ ଗୌରବମୟ ଏବଂ ତାକୁ ଅନୁଧ୍ୟାନ କରିବାର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୧: ମାଆ ବୌଦ୍ଧ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଥିବା ବେଳେ ବୌଦ୍ଧ ସହରର ସାନମାଳିସାହିର ଝିଅ ଦିପିକା ବଡମାଳୀ ଓଡିଶା ଜୁଡିସିଆଲ ସର୍ଭିସରେ ସଫଳତା ବୌଦ୍ଧ ପାଇଁ ଗୌରବ ଆଣିଛନ୍ତି । ସୂଚନା ମୁତାବକ ଦିପିକା ବଡମାଳୀଙ୍କ ଜେଜେବାପା ସ୍ୱର୍ଗତ ତ୍ରିୁପୁରାରୀ ବଡମାଳୀ, ବାପା ସ୍ୱର୍ଗତ କାଳିଆ ଶଙ୍କର ବଡମାଳୀ ବୌଦ୍ଧ ବିଚାର ବିଭାଗୀୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ Continue Reading
Seo wordpress plugin by www.seowizard.org.