Home Posts tagged Cuttack (Page 23)
Odisha News
କଟକ,୧୭/୧୦: ଭାଇଚାରାର ସହର କଟକରେ ଦେଖିବାକୁ ମିଳିଛି ତାଲିବାନୀ ଅତ୍ୟାଚାରର ନମୁନା । କମିଶନରେଟ ପୁଲିସ୍ ଅଧୀନରେ ଯାଉଥିବା କଟକର ବିଚ୍ ସଡ଼କରେ ଜଣେ ଯୁବକଙ୍କୁ ବାଇକ୍ ପଛରେ ବାନ୍ଧି ପ୍ରାୟ ୨ କିମି ରାସ୍ତା ଦୌଡ଼ାଇଛନ୍ତି ୫ ଜଣ ଯୁବକ ।ସନ୍ଧ୍ୟା ସମୟରେ କଟକର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏପରି ଅମାନବୀୟ ଛାତିଥରା ଓ ବର୍ବର କାଣ୍ଡ ଘଟିଥିବା ବେଳେ ସାଧାରଣ ଲୋକଙ୍କ ସମେତ ପୁଲିସ୍ ବି ଚୁପ୍ ରହିଲା।୩, ୩ଟି ଟ୍ରାଫିକ ପୋଷ୍ଟ ଅତିକ୍ରମ କରି […]Continue Reading
Odisha News
କଟକ, ୧୬/୧୦: ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଇନଷ୍ଟାଗ୍ରାମରେ ଫେକ୍ ଆକାଉଣ୍ଟ। ଫେକ୍ ଆକାଉଣ୍ଟ କରି ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ କେହି ଡୋନେସନ ମାଗୁଥିବା ଅଭିଯୋଗ। କଟକ ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।ସାଇବର ହ୍ୟାକର ଅନୁଭବଙ୍କ ପ୍ରକୃତ ଆକାଉଣ୍ଟକୁ ବ୍ଲକ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି। ଫେକ ଆକାଉଣ୍ଟ ଯୋଗୁଁ ଅନୁଭବଙ୍କ ଫ୍ୟାନମାନେ ଠକାମିର ଶିକାର ହେଉଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।Continue Reading
Odisha News
କଟକ,୨/୧୦: ORHDC ଦୁର୍ନୀତି ମାମଲାରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଏମ୍ଡି ତଥା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିବା ବେଳେ ସେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।ଦୋଷୀ ସାବ୍ୟସ୍ତ ହୋଇ ୩ ବର୍ଷ ଜେଲ୍ ଦଣ୍ଡାଦେଶ ପାଇଥିବାରୁ ବିଧାୟକ ମହମ୍ମଦ ମୋକିମ୍ଙ୍କ ସଦସ୍ୟ ପଦ ରଦ୍ଦ ହେବାର ସମ୍ଭାବନା ରହିଛି। ତେବେ ହାଇକୋର୍ଟରୁ ଏହା ଉପରେ ରହିତାଦେଶ Continue Reading
Odisha News
କଟକ,୩୦/୯: ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟସୀମାକୁ ନେଇ ଛାନିଆ ହୋଇ ଯାଇଥିବା ଗାଡ଼ି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି। ସେମାନଙ୍କୁ ମିଳିଛି ଆଉ ମାସେ ମହଲତ । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା।ଆଜି ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନିଜ Continue Reading
Odisha News
କଟକ,୨୮/୯: ଚୌଦ୍ୱାର ଦେଇ ଜଗତପୁର ଅଞ୍ଚଳକୁ ହାତୀପଲ ଚାଲି ଆସି ଉତ୍ପାତ ରଚିଥିବା ବେଳେ ଜୋବ୍ରା ଆନିକଟରେ ଏକ ହାତୀର ମୃତଦେହ ଲାଗି ରହିଛି। ହାତୀପଲ ମହାନଦୀ ପାର୍ ହେଉଥିବା ବେଳେ ଏକ ହାତୀ ଭାସି ଯାଇ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।ହାତୀ ମୃତଦେହ ଉଦ୍ଧାର ପାଇଁ ଆଜି ସକାଳେ କଟକ ଏସିଏଫ ବିଜୟ କୁମାର ପରିଡ଼ା ଓ ବିଭାଗୀୟ ଅଧିକାରୀ ଜୋବ୍ରା ବ୍ରିଜ ଉପରେ ପହଞ୍ଚିଥିଲେ। ଯୋବ୍ରା ବ୍ୟାରେଜର ୧୭ ନଂ ଗେଟରେ ଏକ ହାତୀର […]Continue Reading
Odisha News
କଟକ, ୨୨/୯: ଗୁରୁବାର ସକାଳୁ କଟକ ସିଡିଏ-୮ ଅଭିମୁଖେ ଯାଉଥିବା ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ଏହି ସମାନ ବସ୍ରେ ପୂର୍ବରୁ ୨ ଥର ମଧ୍ୟ ସମାନ ଘଟଣା ଘଟି ସାରିଥିବା ବେଳେ ତାହାକୁ ଚେଞ୍ଜ କରାଯାଉ ନଥିବାରୁ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି।ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରାୟ ୩୦ ପିଲାଙ୍କୁ ନେଇ ବସ୍ଟି କଟକ ସିଡିଏସ୍ଥିତ ସ୍କୁଲ ଅଭିମୁଖେ […]Continue Reading
Odisha News
କଟକ ୧୮/୯: ଖାନନଗର ପାଖ କାଠଯୋଡି ପୋଲରୁ ନଦୀକୁ ଡେଇଁଲେ ମହିଳା। ପରେ ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ନଦୀକୁ ଡେଇଁଥିବା ମହିଳାଙ୍କ ପରିଚୟ ମିଳିନାହିଁ।ସେ କଟକ ଶଙ୍କରପୁରର ବୋଲି ବୋଲି ଜଣା ପଡିଛି। ସମ୍ପୃକ୍ତା ମହିଳା ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି। ଏନେଇ ଘଟଣା ସ୍ଥଳରେ ସାଧାରଣ ଲୋକଙ୍କ ଭିଡ଼ ଜମିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚିଥିବା Continue Reading
Odisha News
କଟକ,୧୮/୭: କଟକରେ ଜବତ ହୋଇଥିବା ନକଲି ଉଚ୍ଚ ରକ୍ତଚାପ ଔଷଧ ମଣିଷ ବ୍ୟବହାର ଉପଯୋଗୀ ନୁହେଁ। ଏହା ସଂପୂର୍ଣ୍ଣ ଭାବେ ନକଲି। ଡ୍ରଗସ୍ ଟେଷ୍ଟିଂ ଏବଂ ରିସର୍ଚ୍ଚ ଲାବରେଟୋରିରୁ ଏହି ରିପୋର୍ଟ ଆସିଛି ।ଗଲା ୬ ମାସ ହେବ କଟକର ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏହି ନକଲି ଉଚ୍ଚ ରକ୍ତ ଚାପ ଔଷଧ ପଠାଇଥିବାରୁ ଏବେ ଉଚ୍ଚ ରକ୍ତଚାପ ରୋଗୀଙ୍କ ମାନସିକ ଚାପ ଅଧିକ ବଢ଼ିଯାଇଥିବା କୁହାଯାଉଛି।ସୂଚନା ଅନୁଯାୟୀ, କଟକରେ […]Continue Reading
Odisha News
କଟକ,୧୭/୯: କଟକରୁ ଜବତ ମେଡିସିନ୍ ନକଲି ଥିବା ସ୍ପଷ୍ଟ ହେଲା। ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ଆଜି ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର। ସେ ଆହୁରି କହିଛନ୍ତି, ଲାବୋରେଟୋରି ରିପୋର୍ଟରେ ଏହି ‘ମେଡିସିନ୍ ନଟ୍ ଫିଟ୍ ଫର୍ ୟୁଜ୍’ ବୋଲି ଉଲ୍ଲେଖ କରାଯାଇଛି। ଏହି ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ୨ ଜଣଙ୍କ ନାମରେ ଥିବା ଆଉ ୨ଟି ବ୍ୟାଙ୍କ ଆକାଉଣ୍ଟ ଜବତ କରାଯାଇଛି। […]Continue Reading
Odisha News
କଟକ,୧୨/୯: କଟକରେ ନକଲି ମେଡିସିନ୍ କାରବାର ମାମଲାର ୨ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ସୋମବାର ଦିନ କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଅଭିଯୁକ୍ତ । ନକଲି ମେଡିସିନ୍ ବିକ୍ରି ଅଭିଯୋଗରେ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିଥିଲେ । ଏହାପରେ ପୋଲିସ୍ ଏହି ମାମଲାରେ ତଦନ୍ତ କରିଥିଲା । ନକଲି ମେଡିସନ୍ କେଉଁଠୁ ଆସୁଛି? କିଏ ଏହାକୁ ପ୍ରସ୍ତୁତ କରୁଛି ? ଏସବୁର ଚେର ଖୋଜିବାକୁ ସ୍ୱତନ୍ତ୍ର ଟିମ୍ ଗଠନ […]Continue Reading