Home Posts tagged Bhubaneswar (Page 3)
Odisha News
ଭୁବନେଶ୍ୱର, ୨୭/୧: ଏପ୍ରିଲରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଜନଗଣନା । ସରକାରୀ ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ୧୬ ଏପ୍ରିଲ୍ ଏବଂ ୧୫ ମେ’ ୨୦୨୬ ମଧ୍ୟରେ ୩୦ ଦିନ ଭିତରେ ଘର ତାଲିକାକରଣ କାର୍ଯ୍ୟ ଓ ଜନସଂଖ୍ୟା ଗଣନା କରାଯିବ ।୧୫ ଦିନର ଆତ୍ମଗଣନା ବିକଳ୍ପ ୧ ଏପ୍ରିଲ୍ ରୁ ୧୫ ଏପ୍ରିଲ୍ ୨୦୨୬ ମଧ୍ୟରେ ରହିବ। ଦ୍ୱିତୀୟ ପର୍ଯ୍ୟାୟରେ, ଫେବ୍ରୁଆରି-ମାର୍ଚ୍ଚ ୨୦୨୭ରେ ଜନସଂଖ୍ୟାଗତ ବିବରଣୀ ସହିତ ଜନସଂଖ୍ୟା ଗଣନା କରାଯିବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ […]Continue Reading
Odisha News
ଭୁବନେଶ୍ୱର,୨୪/୧: ରାଜ୍ୟକୁ ପୁଣି ଫେରିଲା ଘନ କୁହୁଡ଼ି ସାଙ୍ଗକୁ କୋହଲା ପାଗ। ଭୁବନେଶ୍ବର କଟକ ସମେତ ପୁରୀ ଓ କୋଣାର୍କରେ ଆଜି ସକାଳୁ ସକାଳୁ ପ୍ରବଳ କୁହୁଡି ହୋଇଛି। ଘନ କୁହୁଡି ଯୋଗୁ ରସ୍ତାଘାଟ ଦେଖାଯାଉନି।ଗାଡିର ଲାଇଟ୍ ମାରି ରାଜରାସ୍ତାରେ ଯିବା ଆସିବା କରୁଛନ୍ତି ଲୋକ। ତେବେ ଆସନ୍ତା ଦୁଇ ଦିନ ପର‌୍ୟ୍ୟନ୍ତ ରାତି ତାପମାତ୍ରାରେ ପରିବତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବରୁ ଆକଳନ କରାଯାଇଛି। ତେବେ ଉତ୍ତର ତଥା ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା […]Continue Reading
Odisha News
ଭୁବନେଶ୍ବର , ୨୨/୧ : ଜାନୁଆରୀ ୨୪ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବେ ଘରୋଇ ବସ ମାଲିକ ସଂଘ। ଗୁରୁବାର କଟକଠାରେ ଅନୁଷ୍ଠିତ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦିଆଯାଇଛି।ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି ଯେ ୨୪ ତାରିଖର ବସ୍ ବନ୍ଦ ଡାକରା ଏବେ ବି ବଳବତ୍ତର ରହିଛି। ପୂର୍ବରୁ ସଂଘର କର୍ମକର୍ତ୍ତାମାନେ କଟକସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) କାର୍ଯ୍ୟାଳୟରେ ପରିବହନ […]Continue Reading
Odisha News
ଭୁବନେଶ୍ୱର , ୨୧/୧ : ରାସ୍ତାରୁ ହଟିବ ଡିଜେଲ୍ ଚାଳିତ ଆମ ବସ୍, ଚାଲିବ ଇଭି ଗାଡି। ଡିଜେଲ ଚାଳିତ ଆମ ବସ୍ କୁ ହଟାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଣିକି ରାସ୍ତାରେ କେବଳ ଇଭି ବସ୍ ଚାଲିବ। ବର୍ତ୍ତମାନ ଯେତେ ସବୁ ଡିଜେଲ ଚାଳିତ ବସ୍ ରହିଛି ତାକୁ ଧୀରେ ଧୀରେ ସ୍କାର୍ପ କରାଯିବା ସହ ଇଭି ବସ୍ ଆଣାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।ସେହିପରି ମନ୍ତ୍ରୀ […]Continue Reading
Odisha News
ଭୁବନେଶ୍ୱର, ୨୦/୧ : ଜନଗଣନା ନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଓଡ଼ିଶାରେ ଏପ୍ରିଲ୍ ୧୬ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୩୦ ଦିନ ଧରି ଚାଲିବ ଗଣନା । ଏପ୍ରିଲ୍ ୧୬ରୁ ମେ ୧୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନଗଣନା ହେବ ।ତେବେ ଦ୍ବିତୀୟ ପର୍ଯ୍ୟାୟ ଜନଗଣନା କେବେ ହେବ ସେନେଇ ତାରିଖ ଘୋଷଣା କରାଯାଇ ନାହିଁ । ଜନଗଣନା କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରାୟ […]Continue Reading
Odisha News
ଭୁବନେଶ୍ୱର, ୨୦/୧: ରାଜଧାନୀର ପ୍ରମୁଖ ଜନ ଗହଳିପୂର୍ଣ୍ଣ ୧ ନଂ ହାଟରେ ନିଆଁ ଲାଗି ସବୁ କିଛି ଧ୍ୱଂସ ହୋଇଯାଇଛି । ନିଆଁ ବ୍ୟାପିବାର ପ୍ରମୁଖ କାରଣ ପ୍ଲାଷ୍ଟିକ୍ ଥିଲା ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି । ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇସାରିଛି ।ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ଏବଂ କମିଶନର ଚଞ୍ଚଳ ରାଣା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାର ନେଇ ମେୟର କ୍ଷୋଭ ପ୍ରକାଶ କରିଛନ୍ତି । ସେହିପରି […]Continue Reading
Top Stories
By Tapaswini Sahoo Bhubaneswar, Jan 19 : 17 athletes from Odisha AM/NS India Kho Kho High Performance Centre (HPC) delivered an outstanding performance at the 58thSenior National Kho Kho Championship, held at Kazipet Railways Stadium, Telangana during   January11-15, 2026. The Odisha Women’s Team made the state proud by emerging as the runner up in the […]Continue Reading
Odisha News
ଭୁବନେଶ୍ୱର,୧୯/୧ : ସୋମବାର ଓ ବୁଧବାର ରାତିରୁ ଲଗାତାର ଦୁଇଟି ପଶ୍ଚିମାଝଡ଼ ଉତ୍ତର ପଶ୍ଚିମ ଭାରତକୁ ପ୍ରଭାବିତ କରିବ ।ଏହାର ପ୍ରଭାବରେ ଓଡ଼ିଶା ସମେତ ପୂର୍ବ ଭାରତରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ରାତି ତାପମାତ୍ରା ବଢ଼ିଲେ ଶୀତ କମିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।ସୋମବାର ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୨ ଡିଗ୍ରୀ ଉପରେ ରହିପାରେ । ପୁରୀରେ ପାରଦ ୧୬ ଡିଗ୍ରୀ, ଭଦ୍ରକ […]Continue Reading
Top Stories
By Tapaswini Sahoo Bhubaneswar/Odisha, Jan 18 : The CSIR–Institute of Minerals and Materials Technology (CSIR-IMMT) has entered into a research and development agreement with Hindustan Copper Limited (HCL) to explore the recovery of critical minerals including Rare Earth Elements, Trace Elements and Copper from Copper Ores, Concentrates, and Tailings. The project was Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୮/୧: ଜିଲ୍ଲା ସଦର ମହକୁମା ଟିଏଲସି ରୋଡ଼ ବି ଡି ଏ ପଡ଼ିଆରେ , ଓରମାସ ,ମିଶନ ଶକ୍ତି ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ସପ୍ତଦିବସୀୟ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଓ ଜିଲ୍ଲା ମହୋତ୍ସବ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ କହିଲେ ଯେ ଗ୍ରାମୀଣ ଉତ୍ପାଦ ର ଚାହିଦାକୁ ବିଶ୍ୱ […]Continue Reading