ନୂଆଦିଲ୍ଲୀ, ୨୩/୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ସ୍ପଷ୍ଟତା ଆସିଛି । ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ ସ୍ପଷ୍ଟ ସୂଚନା ଜାରି କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତା ୨୬ ତାରିଖରେ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି । କିନ୍ତୁ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ବର୍ତ୍ତମାନ ପରିସ୍ଥିତିରେ ଆକଳନ କରିବା ଉଚିତ ନୁହେଁ ବୋଲି ଆଇଏମଡି ଡିଜି ଡାକ୍ତର […]Continue Reading




