Odisha News

ବୌଦ୍ଧରେ ନୂତନ ଆରକ୍ଷୀ ଅଧିକ୍ଷକଙ୍କ ଯୋଗଦାନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୮ : ବୌଦ୍ଧରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ବୁଧବାର ଦିନ ପ୍ରହଲ୍ଲାଦ ସହାୟ ମୀନା କାର୍ଯ୍ୟରେ ଯୋଗଦାନ କରିଛନ୍ତି ।
ବୌଦ୍ଧର ପୂର୍ବତନ ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି ଗତ ୩୧ ତାରିଖରେ କାର୍ଯ୍ୟରୁ ଅବସର ନେବା ପରେ ଏହି ପଦବୀ ଖାଲି ପଡିଥିଲା । କାର୍ଯ୍ୟରେ ଯୋଗଦାନ ପୂର୍ବରୁ ଶ୍ରୀ ମୀନା ରାଜ୍ୟ ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ ।

Related Posts

Seo wordpress plugin by www.seowizard.org.