Trending Now

BJP parliamentary board rejig likely, at least four CMs may figure in powerful body

ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ, ଜମି ଜାଲିଆତି ମାମଲାରେ ତହସିଲଦାର ନିଲମ୍ବିତ

” ବିକଶିତ କନ୍ଧମାଳ- ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ

Assam’s Culture Shines Bright at BWF World Badminton Closing Ceremony

ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ : ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ଆମର ପ୍ରାଥମିକତା ହେବ – ଜିଲ୍ଲାପାଳ

Odisha Assembly Monsoon Session to begin on Sept. 22

logo
  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise
Home Odisha News
Odisha News

ବଦଳିଲା ନବୀନ ପଟ୍ଟନାୟକଙ୍କ ସୋଶିଆଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍

By Odisha News Online Jun 12, 2024 546

ଓଡ଼ିଶା, ୧୨/୬ : କ୍ଷମତା ଯିବା ପରେ ବଦଳିଗଲା ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ । ପୂର୍ବରୁ ସୋଶାଲ ମିଡିଆରେ ଷ୍ଟାଟସ୍ରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ଲେଖୁଥିବା ନବୀନ ପଟ୍ଟନାୟକ ଏବେ ଏହାକୁ ବଦଳାଇ ଦେଇଛନ୍ତି।
ଏହା ସ୍ଥାନରେ ବିଜୁ ଜନତାଦଳ ସଭାପତି ବୋଲି ସେ ଉଲ୍ଲେଖ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍ ଏବେ ଚର୍ଚ୍ଚାର କାରଣ ପାଲଟିଛି।
ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ଗାଦିଚ୍ୟୁତ ହୋଇଛନ୍ତି। ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି।
ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ଆରମ୍ଭ ହେବ ବିଜେପି ଶାସନ । ଆଜି ଏକ ଭବ୍ୟ ସମାରୋହରେ ଶପଥ ନେବେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍କୁ ବଦଳାଇ ଦେଇଛନ୍ତି। ଉଭୟ ଏକ୍ସ ଓ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି ।
ଆଜିଠୁ ରାଜ୍ୟରେ ମୋହନ ମାଝୀଙ୍କ ସରକାର ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ସମାରୋହରେ ସାମିଲ ହେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି।
ଏହି ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ, ଏମ୍ପି ଓ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ବି ଯୋଗ ଦେବେ। ସେଥିନିମନ୍ତେ ଭୁବନେଶ୍ୱରରେ ୬୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

Tags: Bhubaneswar ex chief minister naveen patnaik change his profile from social media ODISHA

Post navigation

Previous Previous post:

Chandrababu Naidu takes oath as Andhra Chief Minister, PM, NDA allies present

Next Next post:

Several Indians among 41 dead, dozens injured in Kuwait building fire

Related Posts

କଟକ ମେଡିକାଲରେ ଆରମ୍ଭ ହେଲା ଟୋକନ ବ୍ୟବସ୍ଥା

By Odisha News Online Jul 9, 2020

ବାଇକ ରେଲିରେ ପାଛୋଟି ନେଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କୁ

By Odisha News Online Jul 10, 2024

ଓଆରଏଚ୍‌ଡିସି ଦୁର୍ନୀତି ମାମଲା; ମୋକିମଙ୍କୁ ଲାଗିଲା ହାଇକୋର୍ଟଙ୍କ ଝଟକା

By Odisha News Online Apr 10, 2024

Join Us

  • Facebook Like us on Facebook
  • Twitter Follow us on Twitter

Recent Posts

  • BJP parliamentary board rejig likely, at least four CMs may figure in powerful body

    Aug 26, 2026

  • ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ, ଜମି ଜାଲିଆତି ମାମଲାରେ ତହସିଲଦାର ନିଲମ୍ବିତ

    Aug 26, 2026

  • ” ବିକଶିତ କନ୍ଧମାଳ- ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ

    Aug 26, 2026

Trending Now

  • Rohit Sharma ends SA hoodoo

    Feb 14, 2018

  • Kohli credits team effort for historic ODI series win vs Proteas

    Feb 14, 2018

  • 4 hockey players from Odisha in Team India for Azlan Shah Cup

    Feb 20, 2018

Quick Links

  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise

Recent Posts

  • BJP parliamentary board rejig likely, at least four CMs may figure in powerful body
  • ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ, ଜମି ଜାଲିଆତି ମାମଲାରେ ତହସିଲଦାର ନିଲମ୍ବିତ
  • ” ବିକଶିତ କନ୍ଧମାଳ- ଦାଦନମୁକ୍ତ କନ୍ଧମାଳ” ପାଇଁ ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଆପ୍ ଉନ୍ମୋଚନ
  • Assam’s Culture Shines Bright at BWF World Badminton Closing Ceremony
  • ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ : ଦୁର୍ଘଟଣା ମୃତ୍ୟୁଶୂନ୍ୟ କରିବା ଆମର ପ୍ରାଥମିକତା ହେବ – ଜିଲ୍ଲାପାଳ
© Copyright 2015  - Odisha News Online
  • Privacy policy
  • Advertising
  • Contact us