କଂଗ୍ରେସରେ ମିଶିଲେ ଗୁଡଲି ଓ ପମି - Odisha News Online
Odisha News

କଂଗ୍ରେସରେ ମିଶିଲେ ଗୁଡଲି ଓ ପମି

ଭୁବନେଶ୍ବର,୧୮/୧୨: କଂଗ୍ରେସରେ ମିଶିଲେ ବିଶିଷ୍ଟ ଓଡ଼ିଆ ସଙ୍ଗୀତକାର ଗୁଡଲି ରଥ ଏବଂ ଗାୟିକା ପମି ମିଶ୍ର । ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର ଓ ପିସିସି ସଭାପତିଙ୍କ ଉପସ୍ଥିତିରେ ସେ ଦୁହେଁ କଂଗ୍ରେସରେ ଯୋଗ ଦେଇଛନ୍ତି।
କଂଗ୍ରେସରେ ମିଶିବା ପରେ ଗୁଡ୍ଲି କହିଛନ୍ତି, ‘ମୋ ବାପା ମଧ୍ୟ କଂଗ୍ରେସ ବିଧାୟକ ଥିଲେ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାରୁ ଅନୁପ୍ରାଣିତ ହୋଇ କଂଗ୍ରେସର ହାତ ଧରିଛି।’

Related Posts