Odisha News ଋାଜ୍ୟରେ ଆସନ୍ତାକାଲିଠୁ ସ୍କୁଲ, କଲେଜ ବନ୍ଦ ଭୁବନେଶ୍ୱର, ୨୨/୪: ରାଜ୍ୟରେ ଆରମ୍ଭ ହୋଇଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତି ନେଇଛନ୍ତି। Tags: Bhubaneswar ODISHA Post navigation Previous Previous post: ଜମ୍ମୁ କଶ୍ମୀର ବୁଲି ଯାଇଥିଲେ ଓଡ଼ିଆ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳିରେ ମୃତ୍ୟୁNext Next post: Tata Steel Foundation Illuminates Sanjala Village in Sundargah district with Solar Power Related Posts ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ରକ୍ଷା ପାଇଲେ ୫୦ରୁ ଅଧିକ ଯାତ୍ରୀ ଧାମନଗର ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ ଗଜପତି: ପ୍ରାଥମିକ ଶିକ୍ଷକ ମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଯୋଗୁଁ ଜିଲ୍ଲାରେ ୩୫୪ ଟି ବିଦ୍ୟାଳୟ ପ୍ରଭାବିତ