Odisha News ଅଭିନେତା ବିଜୟ ମହାନ୍ତି ଙ୍କ ଦେହାନ୍ତ ଭୁବନେଶ୍ୱର,୨୦/୭: ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସୋମବାର ରାଜଦଧାନୀର କେୟାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ନିକଟରେ ସେ ହାଇଦ୍ରାବାଦରୁ ଓଡିଶା ଆସିଥିଲେ । Tags: bijay mohanty Bollywood actor Post navigation Previous Previous post: ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ୪୫୭ କରୋନା ସଂକ୍ରମିତNext Next post: Bijay Mohanty – The tall tree of Ollywood passes away Related Posts ଗଜପତି: ଓଡିଶାର ସଂସ୍କୃତି ପୁରୁଷ , ସୁବିଖ୍ୟାତ ଐତିହାସିକ ପ୍ରତ୍ନତତ୍ତ୍ୱବିଦ ପଦ୍ମଶ୍ରୀ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ୧୨୧ ତମ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଆମ୍ବ ଟାକୁଆ ଟ୍ରାଜେଡି, ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଅଶାନ୍ତ ରାଜଧାନୀ : ପୋଲିସ ଆଗରେ ଫୁଟିଲା ଗୁଳି, କର୍ପୋରେଟରଙ୍କ ଭାଇ-ପୁତୁରା ଗୁରୁତର