Home Posts tagged YOUNG WOMAN DEAD BODY FUND IN RENT HOUSE
Odisha News
ଭୁବନେଶ୍ବର,୪/୫: ରାଜଧାନୀରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି।।ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଭରତପୁର ଥାନା ଅଧୀନ ଏକ ବସ୍ତିରେ ଏହି ଅଘଟଣଘଟିଛି।ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ। ଅନ୍ୟ ଜଣେ ଯୁବତୀଙ୍କ ସେ ସହ ଭଡାରେ ରହୁଥିଲେ। ଗତ ଗୁରୁବାର ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେପଟେ ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଛନ୍ତି।ପରିବାର ଲୋକ ହତ୍ୟା ଅଭିଯୋଗ Continue Reading