Home Posts tagged young man jumped mahanadito
Odisha News
କଟକ, ୨୭/୮: ମୁଣ୍ଡଳୀ ବ୍ରିଜ୍ ଉପରେ ଗାଡି ରଖି ମହାନଦୀକୁ ଡେଇଁଲେ ଯୁବକ । ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି । ମାତ୍ର ଖବର ଲେଖା ହେବା ପର୍ଯ୍ୟନ୍ତ ସଂପୃକ୍ତ ଯୁବକଙ୍କର କୌଣସି ପତ୍ତା ମିଳିନାହିଁ ।ସୂଚନାଯୋଗ୍ୟ ଯେ, କଟକ ସ୍ଥିତ ମୁଣ୍ଡଳୀ ବ୍ରିଜ୍ ଉପରେ ଓଡି୩୩ଆର୯୨୭୦ ନମ୍ବର ବିଶିଷ୍ଟ ଦୁଇ ଚକିଆ ଗାଡି ରଖି ଜଣେ ଯୁବକ ମହାନଦୀକୁ ଡେଇଁପଡିଛନ୍ତି । ସ୍ଥାନୀୟ ମତ୍ସ୍ୟଜୀବୀ ଏହା ଦେଖି […]Continue Reading
Seo wordpress plugin by www.seowizard.org.