Home Posts tagged yogi adityanath
Odisha News
ଲକ୍ଷ୍ନୌ,୧୦/୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଲକ୍ଷ୍ନୌରେ ଉତ୍ତରପ୍ରଦେଶ ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍ଘାଟନ୍ କରିଛନ୍ତି। ଏହି ୩ ଦିନିଆ ଉତ୍ସବରେ ଅନେକ ମନ୍ତ୍ରୀରୁ ନେଇ ବହୁ ଅଗ୍ରଣୀ ଶିଳ୍ପପତି ପର‌୍ୟ୍ୟନ୍ତ ଯୋଗ ଦେଇପାରନ୍ତି।ୟୁପି ଗ୍ଲୋବାଲ୍ ଇନ୍ଭେଷ୍ଟର୍ସ ସମ୍ମିଳନୀ-୨୦୨୩ର ଉଦ୍ଦେଶ୍ୟ ହେଉଛି ବିଶ୍ବର ବିଭିନ୍ନ ସ୍ଥାନରୁ ପଲିସି ମେକର ବା ନୀତି ନିର୍ଣ୍ଣୟକାରୀ, ଶିଳ୍ପପତି, ଶିକ୍ଷାବିତ୍ ଓ ଚିନ୍ତାନାୟକମାନଙ୍କୁ Continue Reading
Odisha News
ଲଖନଉ,୧୯/୪: ଦିଲ୍ଲୀ ଜାହାଙ୍ଗୀରପୁରରେ ହୋଇଥିବା ହିଂସାକାଣ୍ଡ ପରେ ଯୋଗୀ ଆନିତ୍ୟ ନାଥ ନୂଆ ନିର୍ଦ୍ଦେଶାବଳୀ ଜାରିକରିଛନ୍ତି । ବିନା ଅନୁମତିରେ କୌଣସି ସୋଭାଯାତ୍ରା ବାହାରି ପାରିବନି ବୋଲି କହିଛନ୍ତି । ଲାଉଡ୍‌ସ୍ପିକର ବ୍ୟବହାର ହୋଇପାରିବ ହେଲେ ଏହାର ଶବ୍ଦ ଧାର୍ମିକ ପରିସରରୁ ବାହାରକୁ ଆସିବ ନାହିଁ । ଯୋଗୀ କହିଛନ୍ତି ଯେ ଜଣଙ୍କର ଧାର୍ମିକ ଚିନ୍ତାଧାରା ଅନୁଯାୟୀ ଉପାସନା ପଦ୍ଧତି ଅନୁସରଣ କରିବାର ସ୍ୱାଧୀନତା ରହିଛି।ଲାଉଡ଼ସ୍ପିକରର ଶବ୍ଦ ଯେଭଳି ଅନ୍ୟ Continue Reading
Seo wordpress plugin by www.seowizard.org.