
ଭୁବନେଶ୍ୱର, ୨୦/୩ : ପଖାଳ ହେଉଛି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ। ଓଡ଼ିଆ ସଂସ୍କୃତି ଓ ଜନଜୀବନ ସହ ପଖାଳ ଓତପ୍ରୋତ ଭାବେ ଜଡ଼ିତ। ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ କଂସାକୁ ସେମାନେ ଝୁରିହୁଅନ୍ତି। ପେଟରେ ପଖାଳ ମୁଠାଏ ପଡ଼ିଗଲେ ପେଟ ଥଣ୍ଡା ଓ ମନ ଶାନ୍ତି ହୋଇଯାଏ। ସମ୍ପ୍ରତି ସହରର ଚାକଚକ୍ୟ ଓ ଦେଶୀ, ବିଦେଶୀ ଖାଦ୍ୟପେୟ ଭିତରେ ବି ଲୋକେ ପଖାଳ ଖୋଜୁଛନ୍ତି।ବିଶେଷକରି ଗ୍ରୀଷ୍ମଦିନେ ଖରାର ପ୍ରକୋପ ଅନେକଙ୍କୁ ପଖାଳ କଂସା ପ୍ରତି […]Continue Reading