ୱାସିଂଟନ୍,୧/୭: ଗୁରୁବାର ରାତିରେ ୱାସିଂଟନ୍ ଡିସି ଅଞ୍ଚଳରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ବାସ କରୁଥିବା ବାସଭବନ ନିକଟରୁ ବିସ୍ଫୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।ଜାନୁଆରି ୬ ତାରିଖ ଦିନ ଆମେରିକା କ୍ୟାପିଟଲ୍ରେ ହୋଇଥିବା ଅପରାଧରେ ସମ୍ପୃକ୍ତ ଥିବା ଅଭିଯୋଗରେ ମଧ୍ୟ ସେ ବ୍ୟକ୍ତିଙ୍କୁ ଖୋଜାପଡ଼ିଥିଲା ବୋଲି ସେମାନେ କହିଛନ୍ତି।ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଘର ଓ Continue Reading
ଓ୍ବାସିଂଟନ,୨୨/୬ : ଆମେରିକା ଗସ୍ତର ତୃତୀୟ ଦିନରେ ୱାଶିଂଟନ ଡିସିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୱାଶିଂଟନରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାର୍ଡ ଅଫ୍ ଅନର ରେ ସମ୍ମାନିତ କରାଯାଇଥିଲା। ହ୍ଵାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିଛନ୍ତି ମୋଦି ।ଭବ୍ୟ ସମ୍ବର୍ଦ୍ଧନା ପରେ ମୋଦୀ ବାଇଡେନଙ୍କୁ କହିଛନ୍ତି ଯେ ଏହି ସମ୍ମାନ ପାଇଁ ଧନ୍ୟବାଦ । ଏହି ଗୌରବ ୧୪୦ Continue Reading




