Home Posts tagged vigilance red (Page 8)
Odisha News
ବ୍ରହ୍ମପୁର, ୯/୩: ସର୍ଚ୍ଚ ୱାରେଣ୍ଟ ଦେଖାଇବା ସତ୍ତ୍ୱେ କବାଟ ଖୋଲିଲେନି ବାପପୁଅ। ଗେଟ୍ ଭାଙ୍ଗି ଘର ଭିତରେ ପଶିଲେ ଭିଜିଲାନ୍ସ ଟିମ୍। ରେଡ୍ ବେଳେ ଗଦି ତଳୁ କେବଳ ମିଳିଲା ୧୭ ଲକ୍ଷ ଟଙ୍କା।ବ୍ରହ୍ମପୁର ବିଦ୍ୟୁତ୍ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଭୁବନେଶ୍ୱରସ୍ଥିତ ଘର ମୁଖ୍ୟ ଦ୍ୱାର ଭାଂଗି ରେଡ୍ କରି ବିପୁଳ ପରିମାଣର ସୁନା ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ଭିଜିଲାନ୍ସ ।ଆଜି ସକାଳୁ ସକାଳୁ ଜଗନ୍ନାଥଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ Continue Reading
Odisha News
ଭୁବନେଶ୍ୱର,୭/୩: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରର ହୀରାନୀଳା କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।ଭବାନୀପାଟଣାର ଭିଜିଲାନ୍ସର ସ୍ପେଶାଲ୍ ଜଜଙ୍କ ଦ୍ବାରା ଜାରି ଆଦେଶ ବଳରେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାର ୫ଟି ସ୍ଥାନରେ ଚଢ଼ାଣ କରାଯାଉଥିବା ଜଣାଯାଇଛି।ଏବେ୬ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ Continue Reading
Odisha News
ଗୁଣପୁର, ୨/୩: ଚାକିରି ଆଉ ୨ ମାସ ବଞ୍ଚିଥିଲା। କିନ୍ତୁ ସରକାରୀ ବାବୁଙ୍କ ଲୋଭ ଶେଷ ହୋଇ ନଥିଲା। ଭିଜିଲାନ୍ସ ପଞ୍ଝାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୋଷ୍ଟୀ ଶିକ୍ଷା ଅଧିକାରୀ (ବିଇଓ) ଅନ୍ତର୍ଯ୍ୟାମୀ ବେହେରା। ଆଜି ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାଇନ୍ସ ହାତରେ ଧରାପଡିଛନ୍ତି।ସୂଚନା ଅନୁସାରେ ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବେହେରା ଛଅ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କ ୫୦ ପ୍ରତିଶତ ଏରିୟର Continue Reading
Seo wordpress plugin by www.seowizard.org.