Home Posts tagged vigilance red (Page 6)
Odisha News
ବାଲେଶ୍ବର,୨/୮: ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ରାଜସ୍ୱ ନିରୀକ୍ଷକ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଆରଆଇ ହେଲେ ଡଲି ସେଠୀ।ସୂଚନା ଅନୁସାରେ ବଇଞ୍ଚା ଆର୍ଆଇ ଡଲି ସେଠୀ ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ୩୦ ହଜାର ଟଙ୍କା ନେଇଥାନ୍ତେ।ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ Continue Reading
Odisha News
ବରଗଡ ୨୯/୭: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ । ବରଗଡ ଜିଲ୍ଲା ଅମ୍ବାଭୋନା ତହସିଲର ବରିଷ୍ଠ କିରାଣୀ ବଳରାମ କଳାରି ।ଡୁଙ୍ଗୁରୀ ଗ୍ରାମର ନିତେଶ ପ୍ରଧାନଙ୍କ ଏକ ମ୍ୟୁଟେସନ ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ କିରାଣୀ ଜଣଙ୍କୁ କାବୁ କରିଥିଲେ ।ଭିଜିଲାନ୍ସ ବିଭାଗ ବଳରାମଙ୍କଠାରୁ ରସାୟନିକ ପ୍ରଲେପ ଦିଆ ୫ ହଜାର ଟଙ୍କା ଜବତ କରିଛି । ଏ ନେଇ ସମ୍ବଲପୁର […]Continue Reading
Odisha News
କେନ୍ଦ୍ରାପଡା, ୨୭/୭: ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ବଦଳି କରାଇଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ।ତେବେ ତିନିମୁହାଣି ଛକ ଏନଏଚ କଲୋନୀ ସ୍ଥିତ ଭଡା ଘରେ ଡିଇଓ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ସବୁଠାରୁ ବଡ଼ କଥା ହେଲା ଆଉ ମାତ୍ର ୩ ଦିନ […]Continue Reading
Odisha News
ବଲାଙ୍ଗୀର ୧୩/୭: ଭିଜିଲାନ୍ସ ଜାଲରେ ଆଇସିଡ଼ିଏସ ସୁପରଭାଇଜର। ଆଗଲପୁର ବ୍ଲକର ଆଇସିଡ଼ିଏସ ସୁପର ଭାଇଜର କୁନି ନାଏକ।୧୯,୮୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କଲା ବଲାଙ୍ଗୀର ଭିଜିଲାନ୍ସ। ଭରସୁଜାର ଅଙ୍ଗନୱାଡ଼ୀ କର୍ମୀ ଲତା ଭୋଇଙ୍କଠାରୁ ନେଉଥିଲେ ଲାଞ୍ଚକ୍ଷ ୬ ଜଣ ଅଙ୍ଗନୱାଡ଼ୀ କର୍ମୀଙ୍କ ବକେୟା ଟଙ୍କା ଦେବାକୁ ନେଉଥିଲେ ଲାଞ୍ଚ।ଏହି ସମୟରେ ମାଡିବସିଛି ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଏ ନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ Continue Reading
Odisha News
ଢେଙ୍କାନାଳ, ୧୨/୭: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ। ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀଙ୍କ ଭୁବନେଶ୍ବରସ୍ଥିତ ବାସଭବନ, ଢେଙ୍କାନାଳରେ ଥିବା ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାର ଖବର ମିଳିଛି।ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ୨ଟି ସ୍ଥାନରେ ଚଢ଼ାଉ ଚାଲିଛି। ଏଥିସହିତ ପୈତୃକ ଗାଁ ଢେଙ୍କାନାଳର ଗୁଣଦେଈ ସମେତ ଢେଙ୍କାନାଳ ସହରର ୪ଟି ଜାଗାରେ ଛାନଭିନ ଚାଲିଛି। ଆୟବହିର୍ଭୂତ Continue Reading
Top Stories
କଟକ,୨୯/୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଜିଲ୍ଲା ବାଙ୍କୀ ଡମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ପ୍ରଭାତ ରାଉତଙ୍କ ଘର ସମେତ ୪ଟି ସ୍ଥାନରେ ଚଢ଼ାଉ ଚାଲିଛି ।କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘର, ବାରଙ୍ଗ ଘର, ଡମପଡ଼ା ଅଫିସ୍ ଓ ଚୌଦ୍ୱାର ହାଉସିଂ ବୋର୍ଡ କଲୋନୀରେ ଥିବା ଯନ୍ତ୍ରୀଙ୍କ ଭାଇ ଘରେ ମଧ୍ୟ ରେଡ୍ ଚାଲିଛି। । ୧୦ ଇନ୍ସପେକ୍ଟର, ୪ ଡିଏପ୍ସି ଚଢ଼ାଉରେ ସାମିଲ ହୋଇଛନ୍ତି।ଚଢ଼ାଉ […]Continue Reading
Odisha News
ଜଳେଶ୍ୱର, ୨୪/୬: ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଜଳେଶ୍ୱରସ୍ଥିତ ଏଫସିଆଇର ଆଣ୍ଟି ସ୍ମଗଲିଙ୍ଗ ଗାର୍ଡ ଜନାର୍ଦ୍ଦନ ପଳେଇଙ୍କ ଘରେ ରେଡ ହୋଇଛି।ଜନାର୍ଦ୍ଦନ ପଳେଇଙ୍କ ଜଳେଶ୍ୱରସ୍ଥିତ ବାସଭବନ, ନୂଆବଜାରସ୍ଥିତ କାର୍ଯ୍ୟାଳୟ, ନୂଆବଜାରସ୍ଥିତ ଚନ୍ଦନ ଢାବା, ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପୈତୃକ ବାସଭବନ, ସମ୍ପର୍କୀୟଙ୍କ ଘର ସମେତ ରାଜ୍ୟର ୫ଟି Continue Reading
Odisha News
ଭୁବନେଶ୍ବର, ୨୦/୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।ସୂଚନା ଅନୁଯାୟୀ, ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଛତ୍ରପୁରରେ ଥିବା ଦ୍ବିମହଲା ଘର, ଛତ୍ରପୁରର ରାମ ନଗରରେ ଅବସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ବ୍ରହ୍ମପୁରର ଖାରବେଳ ନଗରରେ ଅବସ୍ଥିତ ଦୁଇମହଲା କୋଠା, ରାଜଧାନୀର ଚନ୍ଦ୍ରଶେଖରପୁରଠାରେ Continue Reading
Odisha News
ଜଳେଶ୍ଵର,୧୮/୬: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଟକ ଡିଭିଜନର ୫ ଜଣିଆ ଟିମ ଆଜି ଭୋର ସମୟରେ ଜଳେଶ୍ଵର ବିଡ଼ିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଛନ୍ତି। ଅନୁଗୁଳ ଭିଜିଲାନ୍ସ ଏସପି ସୋମନାଥ ବାରିକ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଏହି ଚଢ଼ାଉରେ ସାମିଲ ଥିଲେ।କେବଳ ଜଳେଶ୍ଵର ସରକାରୀ ବାସଭବନ ନୁହେଁ ବିଡ଼ିଓଙ୍କ ଘର ସମେତ ଏକକାଳୀନ ୬ ଟି ସ୍ଥାନରେ ଏହି ଚଢ଼ାଉ […]Continue Reading
Odisha News
ସମ୍ବଲପୁର, ୧୪/୫: ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଜଣେ ସରକାରୀ ଅଧିକାରୀଙ୍କ ମାମଲା ରଫାଦଫା କରିଦେବା ପାଇଁ ବରଗଡ଼ର ମୁକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଜରିଆରେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ।ଭିଜିଲାନସ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଗରୁ ଭିଜିଲାନ୍ସରେ ପଡ଼ିଥିବା ଜଣେ ସରକାରୀ ଅଧିକାରୀଙ୍କ ମାମଲାର Continue Reading
Seo wordpress plugin by www.seowizard.org.