
କୋରାପୁଟ, ୮/୧୧ : ଲାଞ୍ଚ ନେଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତେଣୁ ତାଙ୍କୁ ବଦଳି କରାଯାଇଥିଲା। ତଥାପି ସେ ସୁଧୁରିଲେନି। ଆଉ ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଏହି ସରକାରୀ ବାବୁ ହେଉଛନ୍ତି ଜଣେ ଡାକ୍ତର। ତାଙ୍କ ନାଁ ବିଶ୍ୱଜିତ୍ ଭୂୟାଁ। ସେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭାରପ୍ରାପ୍ତ ମେଡିକାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି।ସହିତ ଡାକ୍ତରଖାନାର Continue Reading