
ଭୁବନେଶ୍ୱର,୨୨/୧୦: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ କ୍ଷ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୈଳାଶ ଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । କୈଳାଶ ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ ଭାବରେ କାର୍ୟ୍ୟରତ ଥିବା ଜଣାପଡିଛି।ଠିକା କାମରେ ଦୁର୍ନୀତି କରୁଥିବାନେଇ ତାଙ୍କ ନାମରେ ଅନେକ ଅଭିଯୋଗ ହୋଇଥିଲା । ସେନେଇ ଆଜି ତାଙ୍କ ପୈତୃକ ଘର ସମେତ ଆଉ ୧୦ଗୋଟି ସ୍ଥାନରେ ଆଜି ସକାଳେ ମିଳିତ ଭାବରେ ଚଢ଼ାଉ କରାଯାଇଛି […]Continue Reading