ଭୁବନେଶ୍ବର,୨୭/୧୨: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡ୍କୋ ମୁଖ୍ୟ ପ୍ରବନ୍ଧକ ସରୋଜ କାନ୍ତ ମହାନ୍ତି ଗିରଫ ହୋଇଛନ୍ତି। ଗିରଫ ପରେ ଶ୍ରୀ ମହାନ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସ ଏସ୍ପି ଅନୁପମା ଜେମ୍ସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।ସରୋଜଙ୍କ ଠାରୁ ୧୦ଟି ପ୍ଲଟ, ଭୁବନେଶ୍ୱରରେ ଦୁଇଟି ଫ୍ଲାଟ, ୩ ମହଲା ବିଶିଷ୍ଟ ଏକ ବିଲ୍ଡିଂ ସମେତ ପାଖାପାଖି ୮୭୦ ଗ୍ରାମ ଓଜନର ସୁନା, ବ୍ୟାଙ୍କ୍ ଜମା, ଇନସ୍ୟୁ ରାନସ୍ ୩୯ରୁ ୪୦ Continue Reading




