Home Posts tagged vigilance caught doctor in dhenkanal
Odisha News
ଢେଙ୍କାନାଳ,୧୯/୭: ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ମୋଟା ଦରମା ମିଳୁଥିଳେ ବି ଆହୁରି ଲୋଭ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ହେଉଛି ଏହାର ଜ୍ବଳନ୍ତ ଉଦାହରଣ।ଏଠାରେ ଆଜି ଅପରାହ୍ଣ ପ୍ରାୟ ୨ଟା ୩୦ରେ ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ଉମାକାନ୍ତ ଖେଜୁରିଆ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସେ ଡାକ୍ତରଖାନା ସମ୍ମୁଖରେ ଏକ କ୍ଲିନିକରେ Continue Reading
Seo wordpress plugin by www.seowizard.org.