Home Posts tagged vigilanc raid
Odisha News
ଭୁବନେଶ୍ବର,୩୦/୧୧: ଭିଜିଲାନ୍ସ ଚଢ଼ଉ ବେଳେ ଛାତ ଡେଇଁ ଫେରାର ହୋଇଥିବା ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ ଅବଶେଷରେ ଧରିଛି ଭିଜିଲାନ୍ସ ଟିମ୍। ସେ ତାଙ୍କ ପଡ଼ୋଶୀଙ୍କ ଘରେ ଲୁଚିଥିଲେ। ହେଲେ ଚଢ଼ଉ ତୀବ୍ରତର ହେଉଥିବା ଜାଣି ସେ ବାହାରକୁ ଆସିଥିଲେ। ଭିଜିଲାନ୍ସ ଅଧିକାରୀମାନେ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀଙ୍କୁ କାବୁ କରି ନିଜ ହେପାଜତକୁ ନେଇଛନ୍ତି।ସୂଚନାଯୋଗ୍ୟ, କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢୀ ଘରୁ ଭିଜିଲାନ୍ସ ଚଢ଼ଉ Continue Reading