Home Posts tagged Uttar Pradesh (Page 11)
National News
LUCKNOW, NOV 22:  As Uttar Pradesh advances in creating a prosperous India, the Chief Minister appeals to global investors to join him in this journey. Chief Minister formally announces the organization of Uttar Pradesh Global Investors Summit 2023. Uttar Pradesh is currently at the pinnacle of a progressive transformational journey under the guidance of PM […]Continue Reading
Odisha News
ଡେହରାଡୁନ୍,୧୩/୧୦: ଉତ୍ତରାଖଣ୍ଡରେ ୟୁପି ପୋଲିସ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଅଭିଯୋଗ ଅନୁଯାୟୀ ୟୁପି ପୋଲିସ ଜଣେ ବିଜେପି ନେତାଙ୍କ ପତ୍ନୀଙ୍କୁ ହତ୍ୟା କରିଛି । ବୁଧବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଜସପୁରରେ ରେଡ କରିବାକୁ ଯାଇଥିଲା ମୋରଡାବାଦ ପୋଲିସ ।ହେଲେ ଏହି ସମୟରେ ପୋଲିସକୁ ଘେରି ଯାଇଥିଲେ ଗ୍ରାମବାସୀ । ଫଳରେ ଉଭୟ ପଟରୁ ଜୋରଦାର ଗୁଳି ବିନିମୟ ହୋଇଥିଲା । ଆଉ ଏହି ଗୁଳିମାଡରେ ଜସପୁରର ବିଜେପି ନେତା ଗୁରୁତାଜଙ୍କ ପତ୍ନୀ […]Continue Reading
Odisha News
ସୈଫାଇ(ୟୁପି), ୧୧/୧୦: ଭାରତୀୟ ରାଜନୀତିର ନେତାଜୀ ଓରଫ ମୁଲାୟମ ସିଂହ ଯାଦବଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ନିଜର ପୈତୃକ ଗ୍ରାମ ଉତ୍ତର ପ୍ରଦେଶର ଇଟାୱା ଅନ୍ତର୍ଗତ ସୈଫାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପୁଅ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ତାଙ୍କୁ ମୁଖାଗ୍ନୀ ଦେଇଛନ୍ତି।ତାଙ୍କ ଅନ୍ତିମ ଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ। ସେହିପରି ଦଳମତ ନିର୍ବିଶେଷରେ ସମସ୍ତେ ନେତାଜୀଙ୍କ ଅନ୍ତିମ Continue Reading
National News
SAFAI, 0CT 11: People in large numbers were headed Tuesday for the last rites of veteran socialist leader Mulayam Singh Yadav at his native village Saifai in Etawah district of Uttar Pradesh, the intermittent morning drizzle adding to the sombreness. The Samajwadi Party founder and former Uttar Pradesh chief minister passed away aged 82 at […]Continue Reading
Odisha News
ଲକ୍ଷ୍ନୌ, ୧୦/୧୦: ଆଉନାହାନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ। ୮୨ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି।କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିଲା। ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଗତ ସପ୍ତାହ ହେଲା ତାଙ୍କର ଚିକିତ୍ସା ଚାଲିଥିଲା। ଏପରିକି ଗତକାଲି ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି।ଅଖିଳେଶ ଯାଦବ Continue Reading
Seo wordpress plugin by www.seowizard.org.