
ଭୁବନେଶ୍ୱର,୨୮/୨ : ଦୁନିଆର ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ି ଯାଇଛନ୍ତି ଓଡ଼ିଆ ସିନେମା ଜଗତର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତି । ପଞ୍ଚଭୂତରେ ବିଲୀନ ହୋଇଛି ଉତ୍ତମ ମହାନ୍ତିଙ୍କ ପାର୍ଥିବ ଶରୀର । ଭୁବନେଶ୍ୱରର ସ୍ଥିତ ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ତାଙ୍କ ପୁଅ ବାବୁସାନ୍ ମହାନ୍ତି ମୁଖାଗ୍ନି ଦେଇଛନ୍ତି ।୯୦ ଦଶକର କିମ୍ବଦନ୍ତୀ ନାୟକ ଉତ୍ତମ Continue Reading