Home Posts tagged Umakant Patra's Akuha Kathaa unveiled
Top Stories
ଗୋପୀନାଥ ସାହିତ୍ୟ ପତ୍ରିକା ଓ ଉମାକାନ୍ତ ପାତ୍ରଙ୍କ “ଅକୁହା କଥା” ଲୋକାର୍ପିତ ଯାଜପୁର, ୨୮/୦୧: ଯାଜପୁର ଜିଲ୍ଲା ପଣସା ଗ୍ରାମର ଶ୍ରୀ ଗୋପୀନାଥ ଜୀଉ ପ୍ରାଙ୍ଗଣରେ ଗୋପୀନାଥ ସାହିତ୍ୟ ପତ୍ରିକାର ପ୍ରଥମ ସଂସ୍କରଣ ଉନ୍ମୋଚନ ହୋଇଯାଇଛି। ଅଞ୍ଚଳର ଯୁବ ପିଢିଙ୍କୁ ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ତଥା ସେମାନଙ୍କ ସୃଜନୀକୁ ଅଗ୍ରାଧିକାର ପୂର୍ବକ ମୁଦ୍ରିତ ମାଧ୍ୟମରେ ଲୋକଲୋଚନକୁ ଆଣିବା ଗୋପୀନାଥ ସାହିତ୍ୟ ପତ୍ରିକାର ମୂଳ ଲକ୍ଷ୍ୟ ବୋଲି Continue Reading