Home Posts tagged ugc
Odisha News
ନୂଆଦିଲ୍ଲୀ, ୧୨/୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଛାତ୍ରଛାତ୍ରୀ ଏବେ ଏକ ସଙ୍ଗରେ ୨ଟି ଫୁଲଟାଇମ୍ ଡିଗ୍ରି କରିପାରିବେ।ୟୁଜିସି ଅଧ୍ୟକ୍ଷ ଜଗଦ୍ଦୀଶ କୁମାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏ ବାବଦେ ଖୁବ ଶୀଘ୍ର ଗୋଟିଏ ବିଶ୍ୱବିଦ୍ୟାଳୟ ଅଥବା ଅଲଗା ଅଲଗା ବିଶ୍ୱବିଦ୍ୟାଳୟରେ ଏକ ସଙ୍ଗରେ ଦୁଇଟି ଫୁଲଟାଇମ ଡିଗ୍ରି ପଢିବାକୁ ୟୁଜିସି ଅନୁମତି ଦେବେ।ଉଲ୍ଲେଖଯୋଗ୍ୟ ଯେ ୟୁଜିସି ଅଧ୍ୟକ୍ଷ Continue Reading
Seo wordpress plugin by www.seowizard.org.