Home Posts tagged udala
Odisha News
ଉଦଳା, ୨୪/୪ : ଆଜିର ସ୍ୱାର୍ଥପର ସମାଜରେ ଯେଉଁଠାରେ ମଣିଷ ମଣିଷଙ୍କୁ ଠକୁଛି, ସେଠାରେ ଏକ ବୁଲା କୁକୁର ‘କାଳୀ’ ଦେଖାଇଦେଲା ସ୍ନେହ, ଭଲପାଇବା ଓ ତ୍ୟାଗର ଅର୍ଥ। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଡିହିରାକୁଳ ଗ୍ରାମରେ ଘଟିଥିବା ଏହି ଘଟଣା ସମସ୍ତଙ୍କ ହୃଦୟକୁ ଛୁଇଁଛି।ସୋମବାର ସକାଳେ ଶ୍ରୀ ଜଗନ୍ନାଥ ଶିଶୁ ବିଦ୍ୟାମନ୍ଦିରର ୩୦ରୁ ଅଧିକ କୁନି ଛାତ୍ରଛାତ୍ରୀ ବିଦ୍ୟାଳୟ ବାହାରେ ବସି ପାଠ ପଢୁଥିଲେ। ସେତେବେଳେ ହଠାତ୍ ଏକ ବିଷାକ୍ତ ସାପ ସେମାନଙ୍କ ଦିଗକୁ Continue Reading