କେନ୍ଦୁଝର, ୨୮/୧୦ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ରେ ଅଭାବନୀୟ ଘଟଣା। ଜେନେରେଟରରୁ ନିର୍ଗତ ଗ୍ୟାସ୍ରେ ଶ୍ୱାସରୁଦ୍ଧ ହୋଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ନୟାକୋଟ ଥାନା ଅନ୍ତର୍ଗତ ସୁଡୁଙ୍ଗ ଗାଁରେ ଘଟିଛି।ଖବର ଅନୁଯାୟୀ, ଗାଁରେ ଲକ୍ଷ୍ମୀପୂଜା ଚାଲିଥିବା ବେଳେ ୫ ଜଣ ଯୁବକ ରାତିରେ ଗୋଟିଏ ଘରେ ଜେନେରେଟର ଚଳାଇ ଶୋଇଥିଲେ। ରାତିରେ ଜେନେରେଟରରୁ ନିର୍ଗତ ଗ୍ୟାସ୍ରେ ସମସ୍ତେ ଶ୍ୱାସରୁଦ୍ଧ Continue Reading




