Home Posts tagged turkey earthquake
Odisha News
ଇସ୍ତାନବୁଲ,୧୨/୨: ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ହୋଇଥିବା ଭୟଙ୍କର ଭୂକମ୍ପ ଯୋଗୁଁ ଭୟଙ୍କର ବିନାଶ ଘଟିଛି। କ୍ରମାଗତ ଭାବେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି ।ଏହି ସମୟରେ ନିରନ୍ତର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଧ୍ବଂସସ୍ତୂପ ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀଦଳମାନେ ଦିନରାତି କାର୍ଯ୍ୟ କରୁଛନ୍ତି। ବିନାଶ ଏବଂ ନିରାଶା ମଧ୍ୟରେ, ଧ୍ବଂସସ୍ତୂପ ତଳୁ ବଞ୍ଚିବାର ଚମତ୍କାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି। ତୁର୍କୀ Continue Reading
Seo wordpress plugin by www.seowizard.org.