Home Posts tagged traffic rules
Odisha News
ଭୁବନେଶ୍ୱର,୧୮/୧୦: ଆଜିଠୁ ପୁଣି କଡା କଡ଼ି ହେଲା ଟ୍ରାଫିକ୍ ନିୟମ । ବିନା ହେଲମେଟ୍‌ରେ ଗାଡି ଚାଳାଉଥିଲେ ସାମଧାନ୍ ।ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜୋରଦାର ହେବ ଧରପଗଡ଼। ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶକ୍ରମେ ରାଜ୍ୟରେ ସ୍ପେଶାଲ୍ ଡ୍ରାଇଭକୁ ଜୋରଦାର କରାଯିବ। ଏନେଇ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି ଲେଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି।ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ Continue Reading
Odisha News
ନୂଆଦିଲ୍ଲୀ,୧୧ ।୩: ଏଣିକି ଟ୍ରାଫିକ ନିୟମ ଭାଙ୍ଗୁଥିବା ପୁଲିସ କର୍ମଚାରୀ ଦୁଇ ଗୁଣା ଜରିମାନା ଦେବେ । ନୂଆଦିଲ୍ଲୀରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ଦିଲ୍ଲୀ ପୁଲିସ କର୍ମଚାରୀଙ୍କୁ ସାଧାରଣ ଜରିମାନାର ଦୁଇଗୁଣ ଦେବାକୁ ପଡିବ ।ଅତିରିକ୍ତ ପୁଲିସ କମିଶନର (ଟ୍ରାଫିକ) ଅଜୟ କୃଷ୍ଣ ଶର୍ମା ଶୁକ୍ରବାର ଦିନ କହିଛନ୍ତି ଯେ ସରକାରୀ ଗାଡି ଚଲାଇବା ସମୟରେ କିମ୍ବା ଡ୍ରାଇଭର ପାଖରେ ବସିଥିବା ସିଟରେ କିଛି ପୁଲିସ ସିଟ୍ ବେଲ୍ଟ ପିନ୍ଧୁନଥିବାର ଦେଖିବାକୁ ମିଳୁଛି । Continue Reading
Seo wordpress plugin by www.seowizard.org.