
ବ୍ରହ୍ମପୁର, ୨୬/୯: ନିରନ୍ତର ଶକ୍ତି ସମାଧାନର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଅଭ୍ୟାସର ପ୍ରସାର କରୁଛି ।କ୍ଲବ୍ ଏନର୍ଜି ହେଉଛି ଏକ ଶକ୍ତି ଓ ସମ୍ବଳ ସଂରକ୍ଷଣ କ୍ଲବ୍ ଯାହା ଦେଶରେ ଶକ୍ତି ସଙ୍କଟ ଓ ପ୍ରାକୃତିକ ସମ୍ବଳର ଅଭାବ ବିଷୟରେ ପ୍ରାଥମିକ ଧାରଣା ସୃଷ୍ଟି କରିବା ଉପରେ Continue Reading