Home Posts tagged tpndl
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୧୯/୯ : ଆହୁରି ସଶକ୍ତ ହୋଇଛି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ସୁରକ୍ଷା ପଦ୍ଧତି।ବାଲିଆ ସ୍ଥିତ ବାଲେଶ୍ଵର ମଣ୍ଡଳ କାର‌୍ୟ୍ୟାଳୟ ଏବଂ ସ୍ଥାନୀୟ ଅନ୍ୟ କାର୍ଯ୍ୟାଳୟଗୁଡ଼ିକର ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁଦୃଢ ଉଦ୍ଦେଶ୍ୟରେ ନବ ନିର୍ମିତ ଅଗ୍ନି ଚିହ୍ନଟ, ଆଲାର୍ମ ଏବଂ ସୁରକ୍ଷା ଷ୍ଟେସନ ବିଶ୍ୱକର୍ମା ପୂଜା ଅବସରରେ ଉଦ୍ଘାଟନ ସହଜରେ Continue Reading
Seo wordpress plugin by www.seowizard.org.