Home Posts tagged today maa durga saptmi puja
Odisha News
ଓଡ଼ିଶା, ୧୭/୧୦ : ଓଡ଼ିଶା ସମେତ ସାରା ଦେଶରେ ନିଷ୍ଠାର ସହ ଚାଲିଛି ନବରାତ୍ର ବା ନବଦିନାତ୍ମକ ଶକ୍ତି ପୂଜା। ଏହି ପବିତ୍ର ଅବସରରେ ମା’ଙ୍କର ନଅଟି ଭିନ୍ନ ଭିନ୍ନ ସ୍ୱରୂପକୁ ଆରାଧନା କରାଯାଉଥିବା ବେଳେ, ସପ୍ତମ ଦିବସ ବା ମହାସପ୍ତମୀରେ ଆବାହନ କରାଯାଏ \’ମା’ କାଳରାତ୍ରୀ\’ଙ୍କୁ।ମା’ କାଳରାତ୍ରୀ ହେଉଛନ୍ତି ଶକ୍ତି, ସାହସ, ରୁଦ୍ର ରୂପ ଏବଂ ଅଭୟର ପ୍ରତୀକ। ତାଙ୍କର ଭୟଙ୍କର ରୂପ ଦୁଷ୍ଟ ଶକ୍ତିର ସଂହାର କରୁଥିବା ବେଳେ, ଭକ୍ତଙ୍କ ପାଇଁ ସେ Continue Reading