Home Posts tagged today kartika purnima
Odisha News
ଭୁବନେଶ୍ୱର, ୨୪/୧୧ : ଆଜି ହେଉଛି କାର୍ତ୍ତିକ ପୂର୍ଣ୍ଣିମା । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପର୍ବ।ଭୋର ସମୟରେ ନଦୀ, ପୋଖରୀ ଓ ସମୁଦ୍ର କୂଳରେ ଜଳୁଥିବା ଦୀପ ଏବଂ କାଗଜ କିମ୍ବା କଦଳୀ ପଟୁଆରେ ତିଆରି ଡଙ୍ଗା ଭସାଇବା ଦୃଶ୍ୟ ଆମ ଅତୀତର ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇ ଦେଇଛି।ଆକାମାବୈ ଗୀତ ଭରିଦେଇଛି ଓଡ଼ିଆଙ୍କ ମନରେ ସାହସ ଓ ସମୃଦ୍ଧିର ଭାବନା ।ମହୋଦଧି, ନଦୀ ଏବଂ ବିଭିନ୍ନ ଜଳାଶୟରେ ପ୍ରତିଟି ଓଡ଼ିଆ […]Continue Reading