
ଭୁବନେଶ୍ୱର,୧୯/୬: ଥାନାରେ ବାନ୍ଧବୀ ସୋମାଲିକା ଦାଶଙ୍କ ଏତଲାକୁ ନେଇ ମୁହଁ ଖୋଲିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟଶଙ୍କର ଦାସ। ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ବାହା ହେବାକୁ ରାଜି ବୋଲି ସମସ୍ତଙ୍କ ସାମ୍ନାରେ କହି ସାରିଛି।ଏତଲା ହେବାର ପୂର୍ବ ଦିନ ରାତିରେ ବି ମଧ୍ୟସ୍ଥି କରୁଥିବା ମହିଳାଙ୍କ ସହ ଫୋନ ମେସେଜ୍ ଜରିଆରେ କଥା ହୋଇଥିଲି। କୋର୍ଟ ମ୍ୟାରେଜ ଆବେଦନ ପଞ୍ଜୀକରଣ ହେବାରେ ଆଉ ୬୦ ଦିନ ଅଛି, ଭଲ ସମୟ ଦେଖି ମ୍ୟାରେଜ ପାଇଁ […]Continue Reading