ନୂଆପଡ଼ା,୨୫/୩: ନୂଆପଡ଼ା ସଦର ବ୍ଲକ୍ ଅଞ୍ଚଳରେ ଏକ ରକ୍ତମୁଖା ବାଘ ଆଜିକୁ ୧୯ ଦିନ ହେଲା ଆତଙ୍କ ଜାରି ରଖିଛି।ପୂର୍ବରୁ ଗୋଟିଏ ବଳଦ, ଗୋଟିଏ ମଇଁଷି ଓ ୩ଟି ବାଛୁରୀକୁ ମାରି ଦେଇଥିବା ବେଳେ ତରିଆମହୁଆଭଟା ଗାଁରେ ଆଜି ସକାଳୁ ପୁଣି ଏକ ଗାଈକୁ ମାରି ଖାଇଥିବା ଜଣାଯାଇଛି। ଆମାନେରା ପଞ୍ଚାୟତ ଅଞ୍ଚଳରେ ବାଘଟି ଆଜିକୁ ୧୮ ଦିନ ହେଲା ଆତଙ୍କ ଜାରି ରଖିଛି।ତେବେ ଦିନକୁ ଦିନ ବାଘ ଆତଙ୍କ ବଢ଼ିବାରେ ଲାଗିଥିବାରୁ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ […]Continue Reading