
କେନ୍ଦୁଝର,୨୬/୩ : କେନ୍ଦୁଝରରେ ପୁଣି ବାଘ ଆତଙ୍କ । ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରିଥିବା ନେଇ ସୂଚନା ମିଳିଛି । ସ୍ଥାନୀୟ ଏକ ଗାଁର ମଇଁଷି ପଲ ରାତିରେ ଜଙ୍ଗଲରେ ଚରିବାକୁ ଯାଇଥିଲେ । ଏହି ସମୟରେ ସେଥିରୁ ୪ଟି ମଇଁଷିକୁ ବାଘ ମାରି ଖାଇଦେଇଥିବା ଜଣାପଡ଼ିଛି ।ଖବର ପାଇ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି । ଆଉ ଅଟେଇ ସଂରକ୍ଷିତ ଜଙ୍ଗଲର ୪ଟି ରାସ୍ତାରେ […]Continue Reading