Home Posts tagged thinkers club
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ/ଓଡ଼଼ିଶା,୧୧/୧ : କେନ୍ଦ୍ର ରାଜ୍ୟ ସୁସମ୍ପର୍କ ତଥା ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ବିଧାନ ସଂଶୋଧନ ଏକାନ୍ତ ଜରୁରୀ ।ଏଥି ସହ କ୍ଷମତା ବିକେନ୍ଦ୍ରୀକରଣ ହେବା ଉଚିତ୍ ବୋଲି ଥିଙ୍କର୍ସ କ୍ଲବ ର ୧୪୪ ତମ ଆଭ।ସି ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି । ପୂର୍ବତନ ଓପିଏସସି ଅଧ୍ୟକ୍ଷ ପ୍ରଶାସକ ବିବେକ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଫେସର ସୂର୍ଯ୍ୟ ନାରାୟଣ ମିଶ୍ର କେନ୍ଦ୍ର ସସକ୍ତ ସଙ୍ଘୀୟ Continue Reading
Feature
 By Barada Das  CUTTACK , SEP 29 : In our society, we accept certain things without question. These matters may be due to ignorance, tradition, religious dogma or social believes. The present society is based on knowledge. It is not possible to accept certain things without question. The modern thinking is based upon analysis, synthesis […]Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୮/୯ : ମୁଁ ଯ।ହାକୁ ହୁଅଇ ସଦୟ, ଜ୍ଞାନ ତା ହୁଅଇ ଉଦୟ । ଭାଗବତ ଜନ୍ମ ,ଇନ୍ଦୁ ପୂର୍ଣ୍ଣମୀ,ଚନ୍ଦ୍ରଗ୍ରହଣ ଅବସରରେ ଥିଙ୍କର୍ସ କ୍ଲବର ୧୩୪ ତମ ଆଭ।ସି ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ପ୍ରଫେସର ସହଦେବ ପାତ୍ର କହିଲେ ରାଜା ପରୀକ୍ଷିତଙ୍କୁ ଶୁକମୁନି ସାତ ଦିନ ଧରି ସୁଣ।ଇ ଥିବ। କଥା ଭାଗବତ ମହାପୁରାଣ ଭାବେ ଘରେ ଘରେ ପରିଚିତ । ଭାବ ଜ୍ଞାନ ବୈରାଗ୍ୟ ତତ୍ତ୍ଵ […]Continue Reading