Home Posts tagged the new chief minister mohan majhi takes oath
Odisha News
ଭୁବନେଶ୍ବର, ୧୨/୬: ‘ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ। ଓଡ଼ିଶାରେ ହେବ ବିଜେପି ସରକାର।’ ସାଧାରଣ ନିର୍ବାଚନ-୨୦୨୪ର ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି (ବିଜେପି) ଏହି ଶ୍ଲୋଗାନକୁ ବ୍ୟବହାର କରିଥିଲା। ଓଡ଼ିଆ ଟିଭି ଚ୍ୟାନେଲ୍ରେ ବାରମ୍ବାର ଏହି ବିଜ୍ଞାପନ ଦେଖାଯାଉଥିଲା।ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାନ କଥା। ଏହି ଶ୍ଲୋଗାନକୁ ଓଡ଼ିଶାବାସୀ ବିପୁଳ ସମର୍ଥନ ଦେଇଛନ୍ତି। ବିଜେପିକୁ ସରକାର ଗଢ଼ିବାକୁ ସୁଯୋଗ ଦେଇଛନ୍ତି। ଏଥି ସହିତ ଓଡ଼ିଶାରେ ଆଜି(୨୦୨୪ Continue Reading
Seo wordpress plugin by www.seowizard.org.