
ଭୁବନେଶ୍ବର,୯/୨: ପ୍ରଥମ ଥର ଲାଗି ଚଳିତବର୍ଷ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଏଠାରେ ୩୫.୪ ଡିଗ୍ରି ରେକର୍ଡ କରାଯାଇଛି। ନୟାଗଡ଼ ତାପମାତ୍ରା ବି ୩୫ ଡିଗ୍ରି ଛୁଇଁଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦାରିଙ୍ଗବାଡ଼ି ଓ ଗୋପାଳପୁର ବ୍ୟତୀତ ରାଜ୍ୟର ସମସ୍ତ ସହରରେ ଆଜି ଦିନର ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା। ଆଗାମୀ ୫ଦିନ ପର୍ୟ୍ୟନ୍ତ ସମାନ ସ୍ଥିତି ଲାଗି ରହିବ। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ରୁ ୩୬ Continue Reading